Below header

ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ଗିରଫ ମାମଲା: CPଙ୍କୁ ଭଟିଲେ CBI ଟିମ୍‌

କେନ୍ୟୁଜ୍(ବ୍ୟୁରୋ): ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ଗିରଫ ପରେ ଆଜି ପୋଲିସ କମିଶନରଙ୍କୁ ଭେଟିଛନ୍ତି ସିବିଆଇ ଟିମ୍ । ଟିମ୍‌ରେ CBIର ୩ ଅଧିକାରୀ ସାମିଲ ଥିଲେ ।

କମିଶନରେଟ ପୋଲିସ କାର୍ଯ୍ୟାଳୟରେ ପୋଲିସ କମିଶନରଙ୍କ ସହ ମାମଲା ସଂପର୍କରେ ସିବିଆଇ ଟିମ୍ ଆଲୋଚନା କରିଛନ୍ତି । ଏହାପରେ ସିବିଆଇ ଓକିଲ ପ୍ରତିକ୍ରିୟାରେ କହିଛନ୍ତି, ପୋଲିସ କମିଶନରଙ୍କ ସହ ସିକ୍ରେଟ ଆଲୋଚନା ହୋଇଛି । ମୁଖ୍ୟ ଅଭିଯୁକ୍ତର ରିମାଣ୍ଡ, ଟିଆଇ ପରେଡ, ସ୍ପିଡ ଟ୍ରାଏଲ ପାଇଁ ଉପରିସ୍ଥ ଅଧିକାରୀ ଯାହା ନିଷ୍ପତ୍ତି ନେବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.