Below header

ସେସୁର ବିଜୁଳି କାଟ୍ ଅଭିଯାନ ଜାରି, ୧୬ରୁ ୨୦ ତାରିଖ ମଧ୍ୟରେ ମୋଟ୍ ୭ ହଜାର ୬୯୧ ଜଣଙ୍କ ଲାଇନ୍ କଟା ଯାଇଥିବା ବେଳେ ଆଦାୟ ହୋଇଛି ୨୫.୨ କୋଟି ଟଙ୍କା

ଭୁବନେଶ୍ବର(କେନ୍ୟୁଜ୍): ବକେୟା ବିଜୁଳି ବିଲ୍ ପୈଠ ପାଇଁ ଡେଡ୍‌ଲାଇନ୍ ସରିବା ପରେ ସେସୁର ବିଜୁଳି କାଟ୍ ଅଭିଯାନ ଜାରି ରହିଛି । ୫ ଦିନ ଅର୍ଥାତ୍ ୧୬ ତାରିଖରୁ ୨୦ ତାରିଖ ମଧ୍ୟରେ ମୋଟ୍ ୭ ହଜାର ୬୯୧ ଜଣଙ୍କ ଲାଇନ୍ କଟା ଯାଇଥିବା ବେଳେ ଆଦାୟ ହୋଇଛି ୨୫.୨ କୋଟି ଟଙ୍କା । ସେଥିରୁ ଅନ୍‌ଲାଇନ୍‌ରେ ୧.୯୬ କୋଟି ଟଙ୍କା ଆଦାୟ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.