କଣ୍ଟାବାଞ୍ଜି ସୁନ୍ଧିମୁଣ୍ଡାରୁ ଶିଶୁର ମୁଣ୍ଡବିହୀନ ମୃତଦେହ ଉଦ୍ଧାର

କଣ୍ଟାବାଞ୍ଜି(କେନ୍ଯୁଜ୍) : କଣ୍ଟାବାଞ୍ଜି ସୁନ୍ଧିମୁଣ୍ଡା ନିକଟରୁ ଶିଶୁର ମୁଣ୍ଡବିହୀନ ମୃତଦେହ ଉଦ୍ଧାର । ମୃତ ଶିଶୁ ସିନ୍ଧେକେଲା ଅଞ୍ଚଳର । ଗତ ୧୩ ତାରିଖରୁ ସେ ନିଖୋଜ ଥିଲେ ।

child murder୧୪ ତାରିଖରେ ପରିବାର ପକ୍ଷରୁ ଥାନାରେ ନିଖୋଜ ନେଇ ଏତଲା ଦିଆଯାଇଥିଲା । ଆଜି ତାଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର କରାଯାଇଛି । ବଳି ପାଇଁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.