Below header

୨ ସ୍ୱାଧୀନତା ସଂଗ୍ରାମୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

କେନ୍ୟୁଜ୍: ୨ ସ୍ୱାଧୀନତା ସଂଗ୍ରାମୀ ସମ୍ବର୍ଦ୍ଧିତ । ଏମାନ ହେଲେ ନୟାଗଡ ଜିଲ୍ଲାର ସହଦେବ ବେହେରା ଓ ଯାଜପୁର ଜିଲ୍ଲାର ନୀଳମଣି ସାମଲ । ଅଗଷ୍ଟ ୯ରେ ରାଷ୍ଟ୍ରପତିଙ୍କ ଆଟହୋମ କାଯ୍ୟର୍କ୍ରମରେ ଏମାନେ ଯୋଗ ଦେବେ । ଏହି ଦୁଇ ସଂଗ୍ରାମୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଲ ସହ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.