Below header

କରୋନା ସଚେତନତା, କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ୍‌ ନର୍ସିଂ ସାଇନସେସ ପକ୍ଷରୁ କରାଗଲା ନାଟକ ପରିବେଷଣ

କେନ୍ୟୁଜ୍(ବ୍ୟୁରୋ): କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ୍‌ ନର୍ସିଂ ସାଇନସେସ ପକ୍ଷରୁ କରୋନା ସଚେତନତା କାର୍ଯ୍ୟକ୍ରମ । କିସ୍‌ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହି କାଯ୍ୟର୍କ୍ରମରେ କରୋନା ଭାଇରସ୍‌ର ଭୟାବହତା ଓ ନିରାକରଣ ନେଇ ଏକ ନାଟକ ପରିବେଷଣ କରାଯାଇଥିଲା । ଏହି ଅବସରରେ କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ୍‌ ନର୍ସିଂ ସାଇନ୍‌ସେସର ବହୁ ଛାତ୍ରଛାତ୍ରୀ, ପ୍ରଫେସର ଓ କର୍ମଚାରୀମାନେ ଯୋଗ ଦେଇଥିଲେ । କରୋନା ଭୂତାଣୁ କିପରି ସଂକ୍ରମଣ ନହେବ ଓ ତାର ପ୍ରତିକାର ପାଇଁ କଣ ସବୁ କରାଯିବା ଆବଶ୍ୟକ ତାହା ଉପରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଇଛି ।.

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.