Below header

କରୋନାରେ ମୃତ୍ୟୁ ବରଣ କରିଥିବା ଇନ୍ସପେକ୍ଟର ବିଜୟାନନ୍ଦ କରକରାଙ୍କ ପତ୍ନୀଙ୍କୁ ୫୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ

ବଲାଙ୍ଗୀର: କରୋନା ଯୋଦ୍ଧାଙ୍କୁ ସହାୟତା । କରୋନାରେ ମୃତ୍ୟୁ ବରଣ କରିଥିବା ଇନ୍ସପେକ୍ଟର ବିଜୟାନନ୍ଦ କରକରାଙ୍କ ସ୍ତ୍ରୀ ହେମଙ୍ଗିନୀ ଦାସଙ୍କୁ ଗତକାଲି ୫୦ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି ।

ବଲାଙ୍ଗୀର ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରି ଏହି ସହାୟତା ରାଶି ପ୍ରଦାନ କରିଥିବା ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.