Below header

କଟକ: ଯୋବ୍ରା ଆନିକଟରୁ ମହାନଦୀକୁ ଡେଇଁ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ

କଟକ(କେ ନ୍ୟୁଜ): କଟକ ଯୋବ୍ରା ଆନିକଟ ଉପରୁ ଡେଇଁ ଦମ୍ପତ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ । ଦୁହେଁ ବର୍ଷେ ହେବ ପ୍ରେମ ବିବାହ କରି ବାହା ହୋଇଥିଲେ । ଯାହା ସୂଚନା ମିଳିଛି ଝିଅର ଘର କଟକ ରେ ନାଁ  ସ୍ଵାଗତିକା ମହାନ୍ତି । ପୁଅର ପ୍ରକୃତ ଘର କେନ୍ଦ୍ରାପଡାରେ। ତେବେ କିଛି ଦିନ ହେବ ଦୁହେଁଙ୍କ ମଧ୍ୟରେ ଯୁକ୍ତିତର୍କ ହେଉଥିଲା । ଆଜି ଘରୁ ବାହାରି ଦୁହେଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।

କିଛି ଲୋକେ ଏହା ଦେଖି ଅଗ୍ନିଶମ ଅଧିକାରୀ ଙ୍କୁ ଖବର ଦେଇଥିଲେ। ସନ୍ଧ୍ୟା ବେଳେ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ଦ୍ୱାରା ଦୁହିଁଙ୍କୁ ଉଦ୍ଧାର କରାଯାଇଛି।ଦୁହେଁକୁ କଟକ ଏସିବି ମେଡିକ୍ଯାଲ କୁ ପଠାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.