Below header

ନୟାଗଡ଼ରେ ଅଭାବନୀୟ ଘଟଣା, ଗୋଟିଏ ଜୁଇରେ ଜଳିଲା ସ୍ୱାମୀ-ସ୍ତ୍ରୀଙ୍କ ଚିତା

ନୟାଗଡ଼(କେନ୍ୟୁଜ୍):ଗୋଟିଏ ଜୁଇରେ ଜଳିଲା ସ୍ୱାମୀ-ସ୍ତ୍ରୀଙ୍କ ଚିତା । ଏଭଳି ଅଭବନୀୟ ଘଟଣା ଘଟିଛି ନୟାଗଡ଼ ଜିଲ୍ଲାରେ । ମୃତକମାନେ ହେଲେ ବାଉଁସିଆପଡ଼ା ଗାଁର ଅଇଁଠା ନାୟକ ଓ ତାଙ୍କ ପତ୍ନୀ ସୁକୁରି ନାୟକ । ଅସୁସ୍ଥତା ଯୋଗୁ ସୁକୁରି ନୟାଗଡ଼ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏତିକିବେଳେ ସ୍ୱାମୀଙ୍କର ମୃତ୍ୟୁ ଖବର ପାଇଥିଲେ । ଘରକୁ ଯାଇ ସ୍ୱାମୀଙ୍କ ମୃତଦେହ ଦେଖି ସେଠାରେ ପଡ଼ି ଯାଇଥିଲେ ସୁକୁରି । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଦମ୍ପତିଙ୍କ ମୃତ୍ୟୁକୁ ନେଇ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.