ଓଏମ୍‌ପି ଠାରେ କଟକ-ପାରାଦୀପ ରାସ୍ତା ଅବରୋଧ କଲେ ପୋଲିସ୍ ପରିବାର, ଓଏପି ଷଷ୍ଠ ବାଟାଲିୟନ ସ୍ଥାନାନ୍ତର ନିଷ୍ପତ୍ତିକୁ ବିରୋଧ କରି ଧାରଣା

କଟକ: ଉଚ୍ଛେଦ ପ୍ରତିବାଦରେ ରାସ୍ତାରେ ବସିଲେ ମହିଳା। ଓଏମ୍‌ପି ଠାରେ କଟକ-ପାରାଦୀପ ରାସ୍ତା ଅବରୋଧ କଲେ ପୋଲିସ୍ ପରିବାର। ଓଏପି ଷଷ୍ଠ ବାଟାଲିୟନ ସ୍ଥାନାନ୍ତର ନିଷ୍ପତ୍ତିକୁ ବିରୋଧ କରି ଧାରଣା ଦିଆଯାଇଛି ।

ସରକାରୀ କ୍ୱାଟର୍ସ ଭାଙ୍ଗିବା ନିଷ୍ପତିକୁ ବିରୋଧ କରି କଟକ ଓଏମପି ଛକରେ ଧାରଣାରେ ବସିଛନ୍ତି ଶତାଧିକ ମହିଳା । ଫଳରେ କଟକ- ପାରାଦୀପ ରାସ୍ତାରେ ଯାତାୟାତ ଠପ ହୋଇଯାଇଛି। ୧୫୬ଟି ପୋଲିସ ପରିବାରକୁ ତୁରନ୍ତ ଘର ଛାଡିବାକୁ ନୋଟିସ୍‌ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.