Below header

ସାଇବର୍ ଫ୍ରଡ୍‌ରେ ବଡ଼ ସଫଳତା: ଫେରିଲା ପ୍ରଥମ ୫୩ହଜାର ଟଙ୍କା, ଠକାମୀର ଘଣ୍ଟାଏ ଭିତରେ ସାଇବର୍ ସେଲକୁ କଲ୍ କରିଥିଲେ ଅଭିଯୋଗକାରୀ

ଭୁବନେଶ୍ବର: ବୋଧହୁଏ ଭାଗ୍ୟ ଟାଣ ଥିଲା । ଫେରିଲା ସାଇବର୍ ଫ୍ରଡ୍ ଟଙ୍କା । ଡ୍ ହେବାର ଏକ ଘଣ୍ଟା ଭିତରେ ସାଇବର୍ ସେଲକୁ କଲ୍ କରିଥିଲେ ଅଭିଯୋଗକାରୀ। ଠକେଇ କରି ଯୁବକଙ୍କ ଆକାଉଣ୍ଟରୁ ୫୩ ହଜାର ଟଙ୍କା କାଟି ନେଇଥିଲେ ଅପରାଧୀ ।

ସତ କହିବାକୁ ଗଲେ ଦିନକୁ ଦିନ ବଢି ଚାଲିଛି ସାଇବର କ୍ରାଇମ୍ । ପୋଲିସ୍ ଯେତେ ସଚେତନ କଲେ ବି ଅପରାଧୀଙ୍କ ହାବୁଡରେ ପଡିଯାଉଛନ୍ତି ଲୋକେ । ସୂଚନା ଥାଉକି, କଲଗାର୍ଲ ନାଁରେ କଳାକନା ବୁଲାଇଥିଲେ ସାଇବର କ୍ରିମିନାଲସ୍ ମାନେ । କେଇ ମିନିଟ୍‌ରେ ଆକାଉଣ୍ଟ ସଫା କରିଦେଇଥିଲେ । ଅନ୍‌ଲାଇନ୍‌ରେ ଗୁଗୁଲ ପେ’ରୁ ଲୁଟି ନେଇଥିଲେ ଟଙ୍କା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.