ପାର୍ଟି ପରେ ପିଙ୍କ୍‌ ଡ୍ରେସରେ ସ୍କୁଟି ଚଲାଇ ଘରକୁ ଫେରିଲେ ନିଆ ଶର୍ମା, ଦେଖନ୍ତୁ ଭିଡିଓ

ନିଆ ଶର୍ମାଙ୍କ ଇନଷ୍ଟାଗ୍ରାମ ଭିଡିଓ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଏହି ଭିଡିଓରେ ନିଆ ବହୁତ ଗ୍ଲାମରସ୍‌ ଅନ୍ଦାଜରେ ନଜର ଆସୁଛନ୍ତି। ନିଆ ନିଜର ଏହି ଭିଡିଓରେ ଡଲ୍‌ ଲୁକରେ ନଜର ଆସିବା ସହିତ ‘ବାର୍ବୀ ଗାର୍ଲ୍ସ’ ସଙ୍ଗରେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳୁଛି।

ଏହି ଭିଡିଓରେ ନିଆ ପିଙ୍କ କଲରର ସର୍ଟ ଆଉଟଫିଟରେ ପାର୍ଟିରେ ଡ୍ୟାନ୍ସ କରୁଥିବା ନଜର ଆସୁଛନ୍ତି। ଏହି ଭିଡିଓର ବ୍ୟାକଗ୍ରାଉଣ୍ଡରେ ‘ ଗୀତ ଚାଲୁଛି। ନିଆ ଏହି ଭିଡିଓକୁ ସେୟାର କରି ଏକ ବଢ଼ିଆ କ୍ୟାପ୍ସନ ବି ଲେଖିଛନ୍ତି।

niaଏହି ଭିଡିଓରେ ସେ ପାର୍ଟି ପରେ ନିଜ ଫ୍ରେଣ୍ଡ ସହିତ ପିଙ୍କ୍‌ ଡ୍ରେସରେ ସ୍କୁଟି ରାଇଡ କରୁଥିବା ଦେଖିବାକୁ ମିଳୁଛି। ଏଥିରେ ସେ ଖୋଲା ଆକାଶରେ ସ୍କୁଟି ରାଇଡର ଖୁବ୍‌ ମଜା ନେଉଛନ୍ତି।

ନିଆ ଶର୍ମା ଟେଲିଭିଜନର ସେହି ଆକ୍ଟ୍ରେସଙ୍କ ମଧ୍ୟରୁ ଜଣେ, ଯିଏ ନିଜ ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ଫ୍ୟାନ୍ସଙ୍କ ଠାରେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ତେବେ ନିଆଙ୍କର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

 

View this post on Instagram

 

A post shared by Nia Sharma (@niasharma90)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.