Below header

ଆନନ୍ଦପୁର : ପୁଲିସ ଚାକିରି ଆଶା ରେ ପହଁରା ଶିଖିବା ହେଲା କାଳ, ଗଲା କଲେଜ୍ ଛାତ୍ରଙ୍କ ଜୀବନ

ଆନନ୍ଦପୁର (କେନ୍ୟୁଜ୍) : ପୁଲିସ ଚାକିରି ଆଶା ରେ ପହଁରା ଶିଖିବା ହେଲା କାଳ, ଗଲା କଲେଜ୍ ଛାତ୍ରଙ୍କ ଜୀବନ । କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ବଳ ଭଦ୍ରପୁର ଗ୍ରାମର କୁଳମଣି ମଲ୍ଲିକ ସୁଲଣ ଗ୍ରାମର ଏକ ପୋଖରୀରେ ପହଁରା ଅଭ୍ୟାସ କରୁଥିଲେ । ତେବେ କୌଣସି କାରଣ ବଶତଃ ସେ ଆଉ ପାଣି ରୁ ବାହାରି ପାରି ନଥିଲେ । ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଆନନ୍ଦପୁର ଡାକ୍ତରଖାନା ନେଇଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ପୋଲିସ ଏ ନେଇ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ତଦନ୍ତ ଜାରି ରଖିଛି କ୍ଷ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.