ଜନ୍ମ ଦିନରେ ଗଲା ଜୀବନ, ୱାଟର ଫଲ୍‌ ଭିତରେ ପଡି ଯୁବକ ମୃତ

ଜୟପୁର (କେନ୍ୟୁଜ୍) : ଅସାବଧାନତା ଯୋଗୁଁ ପାଦ ଖସିଯାଇ ୱାଟର ଫଲ୍‌ ଭିତରେ ପଡି ଯୁବକ ମୃତ । ମୃତକ ହେଲେ ଜୟପୁର ନୂଆସାହି ଗୟଅଞ୍ଚଳର ସୁଶାନ୍ତ ସାହୁ। ସୁଶାନ୍ତ ନିଜ ଜନ୍ମ ଦିନ ପାଳିବାକୁ ସାଙ୍ଗମାନଙ୍କ ସହ ଜୟପୁର ନିକଟସ୍ଥ ୟେସ୍‌ ୱାଟର ଫଲ୍‌ ଯାଇଥିଲେ ।