ଯାଜପୁରରେ ନକଲି ସିମେଣ୍ଟ କାରଖାନା ଠାବ, ୩ ଗିରଫ

ଯାଜପୁର ଟାଉନ (କେନ୍ୟୁଜ୍) : ଯାଜପୁର ବିଝାଂରପୁର ଥାନା ଅର୍ନ୍ତଗତ ପୋଖରୀଛକ ନିକଟରେ ନକଲି ସିମେଣ୍ଟ କାରଖାନା ଠାବ । ୩ ଜଣ ଗିରଫ । ୭୪୬ବସ୍ତା ନକଲି ସିମେଣ୍ଟ ଜବତ । ଦୀର୍ଘ ଦିନ ଧରି ଏଠାରେ ବିଭିନ୍ନ ନାମୀ କମ୍ପାନୀ ର ସିମେଣ୍ଟ କୁ ଭେଜାଲ କରାଯାଇ ବିକ୍ରୀ କରାଯାଉଥିଲା । ଏପରିକି ବିଭିନ୍ନ ସରକାରୀ ନିର୍ମାଣ କାର୍ଯ୍ୟରେ ବ୍ୟବହୁୃତ ହେଉଥିବା ପୋଲିସ ର ସଂଦେହ ।

cement1 ଗିରଫ ତିନି ଜଣ ହେଲେ ରାଜୀବ ଲୋଚନ ସାହୁ, ପରୀକ୍ଷିତ ଜେନା ଏବଂ ରଞ୍ଜନ ଗୁରୁ । ରାଜୀବଙ୍କ ଏହି ଡ଼ିପୋରେ ଏହି ଦୁଇ ଜଣ କର୍ମଚାରୀ ଭାବେ କାମ କରୁଥିଲେ । ବିଂଝାରପୁର ପୋଲିସ ଏମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.