Below header
Browsing Tag

duplicate cement

ଲୋଗୋ ଅସଲି, ଜିନିଷ ନକଲି: କଟକ ପୀରବଜାର ଅଞ୍ଚଳରୁ ଡୁପ୍ଲିକେଟ୍‌ ସିମେଣ୍ଟ ତିଆରି କାରଖାନା ଠାବ

କଟକ(କେନ୍ଯୁଜ୍): ଲୋଗୋ ଅସଲି, ଜିନିଷ ନକଲି। କଟକରେ ପୁଣି ନକଲି ସାମଗ୍ରୀ ଜବତ। ପୀରବଜାର ଅଞ୍ଚଳରୁ ଡୁପ୍ଲିକେଟ୍‌ ସିମେଣ୍ଟ ତିଆରି କାରଖାନା ଠାବ କରିଛି ପୋଲିସ। ଜବତ ହୋିଛି ବସ୍ତା ବସ୍ତା ସିମେଣ୍ଟ। ବିଭିନ୍ନ କମ୍ପାନୀ ନାଁରେ ଅପମିଶ୍ରଣ କରାଯାଇ ବିକ୍ରି ହେଉଥିବା ଅଭିଯୋଗ ହୋଇଛି।…

ଯାଜପୁରରେ ନକଲି ସିମେଣ୍ଟ କାରଖାନା ଠାବ, ୩ ଗିରଫ

ଯାଜପୁର ଟାଉନ (କେନ୍ୟୁଜ୍) : ଯାଜପୁର ବିଝାଂରପୁର ଥାନା ଅର୍ନ୍ତଗତ ପୋଖରୀଛକ ନିକଟରେ ନକଲି ସିମେଣ୍ଟ କାରଖାନା ଠାବ । ୩ ଜଣ ଗିରଫ । ୭୪୬ବସ୍ତା ନକଲି ସିମେଣ୍ଟ ଜବତ । ଦୀର୍ଘ ଦିନ ଧରି ଏଠାରେ ବିଭିନ୍ନ ନାମୀ କମ୍ପାନୀ ର ସିମେଣ୍ଟ କୁ ଭେଜାଲ କରାଯାଇ ବିକ୍ରୀ କରାଯାଉଥିଲା । ଏପରିକି ବିଭିନ୍ନ…

ନିଆଳିରେ ନକଲି ସିମେଣ୍ଟ୍ କାରଖାନା

କଟକ : ନିଆଳିରେ ନକଲି ସିମେଣ୍ଟ୍ କାରଖାନା । ବିଭିନ୍ନ ନାମୀଦାମୀ କମ୍ପାନୀର ୩୪୦ ବସ୍ତା ନକଲି ସିମେଣ୍ଟ ଜବତ କରିଛି ପୋଲିସ୍ । ଏହା ସହ ପିରବଜାର ଏବଂ ମୁଗଭଙ୍ଗାରେ ଥିବା ଗୋଦାମକୁ ସିଲ୍ କରିବା ସହ ୬ଜଣଙ୍କୁ ଅଟକ ରଖି ପଚରା ଉଚରା ଚଳାଇଛି । ତେବେ ଏହି ନକଲି ସିମେଣ୍ଟ୍ କାରଖାନାର ମାଲିକ କଟକ…