ନିଆଳିରେ ନକଲି ସିମେଣ୍ଟ୍ କାରଖାନା

କଟକ : ନିଆଳିରେ ନକଲି ସିମେଣ୍ଟ୍ କାରଖାନା । ବିଭିନ୍ନ ନାମୀଦାମୀ କମ୍ପାନୀର ୩୪୦ ବସ୍ତା ନକଲି ସିମେଣ୍ଟ ଜବତ କରିଛି ପୋଲିସ୍ । ଏହା ସହ ପିରବଜାର ଏବଂ ମୁଗଭଙ୍ଗାରେ ଥିବା ଗୋଦାମକୁ ସିଲ୍ କରିବା ସହ ୬ଜଣଙ୍କୁ ଅଟକ ରଖି ପଚରା ଉଚରା ଚଳାଇଛି । ତେବେ ଏହି ନକଲି ସିମେଣ୍ଟ୍ କାରଖାନାର ମାଲିକ କଟକ ମହାନଦୀ ବିହାରର ରିଂଟୁ ବୋଲି ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.