Below header

ଭୁବନେଶ୍ୱର ଶିଖରଚଣ୍ଡୀ ଗଣେଶ ବିହାର ଅଞ୍ଚଳରେ ହାତୀ, ବନବିଭାଗକୁ ଖବର ଦେଲେ ଗ୍ରାମବାସୀ

କେନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ୱରରେ ହାତୀ। ଶିଖରଚଣ୍ଡୀ ଗଣେଶ ବିହାର ଅଞ୍ଚଳରେ ପଶିଥିଲେ ହାତୀ। ଗଣେଶ ବିହାର ଓ ଭଗବତୀ ବିହାର ଅଞ୍ଚଳରେ ଭୋରରୁ ଦନ୍ତା ହାତୀ ରାମୁକୁ ଦେଖିବାକୁ ମିଳିଥିଲା।। ଏ ଅଞ୍ଚଳରେ ରାମୁ ଚଳପ୍ରଚଳ କରୁଥିବା ଦେଖିବାକୁ ମିଳୁଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା।
ଗତକାଲି ରାତିରେ ତିନୋଟି ହାତୀ ଯାଇଥିବା ସ୍ଥାନୀୟ ଲୋକ କହିଥିବା ବେଳେ ଭୋରରୁ ରାମୁକୁ ଦେଖି ବନ ବିଭାଗ କୁ ଖବର ଦେଇଥିଲେ। ପ୍ରାୟ ଏକ ଘଣ୍ଟା ରହିବା ପରେ ସେଠାରୁ ଫେରିଛନ୍ତି ୩ ହାତୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.