Below header

ନୟାଗଡ଼ରେ ହାତୀ ଦାନ୍ତ ଜବତ, ୪ଗିରଫ

ନୟାଗଡ଼ରେ ହାତୀ ଦାନ୍ତ ଜବତ । ୪ଗିରଫ । ଦଶପଲ୍ଲା ରେଞ୍ଜ ବାଇଶି ପଲ୍ଲୀ ଜଙ୍ଗଲରେ ଏକ ଦନ୍ତା ହାତୀର ସନ୍ଦେହଜନକ ମୃତ୍ୟୁ ହୋଇଛି । ଘଟଣା ସ୍ଥଳ ରେ ନୟାଗଡ D.F.O , D.C.F, ଜଏଣ୍ଟ ଟାସ୍କ ଫୋର୍ସ ଟିମ୍ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ହାତୀକୁ କରେଣ୍ଟ ଦେଇ ମାରିଥିବା ଅଭିଯୋଗ ହୋଇଛି ।

ନୟାଗଡ଼(କେନ୍ୟୁଜ):  ନୟାଗଡ଼ରେ ହାତୀ ଦାନ୍ତ ଜବତ । ୪ଗିରଫ । ଦଶପଲ୍ଲା ରେଞ୍ଜ ବାଇଶି ପଲ୍ଲୀ ଜଙ୍ଗଲରେ ଏକ ଦନ୍ତା ହାତୀର ସନ୍ଦେହଜନକ ମୃତ୍ୟୁ ହୋଇଛି । ଘଟଣା ସ୍ଥଳ ରେ ନୟାଗଡ D.F.O , D.C.F, ଜଏଣ୍ଟ ଟାସ୍କ ଫୋର୍ସ ଟିମ୍ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ହାତୀକୁ କରେଣ୍ଟ ଦେଇ ମାରିଥିବା ଅଭିଯୋଗ ହୋଇଛି । ଏହି ଘଟଣା ରେ ୪ ଜଣକୁ ଗିରଫ ସହ ତାଙ୍କ ପାଖରୁ ହାତୀ ଦାନ୍ତ ମଧ୍ୟ ଜବତ କରିଛି ବନ୍ ବିଭାଗ । ହାତୀଟି କେମିତି ମରିଛି ନା ତାକୁ ଜାଣିଶୁଣି ମରାଯାଇଛି ଏଥି ନିମନ୍ତେ ଅଧିକ ଖୋଳତାଡ଼ କରୁଛି ବନ ବିଭାଗ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.