Below header

ବଜ୍ରାଘାତରେ ହାତୀ ମୃତ

ବଜ୍ରାଘାତରେ ହାତୀ ମୃତ। ନରସିଂହପୁର ଅରଣ୍ଡା ଜଙ୍ଗଲରୁ ହାତୀର ମୃତଦେହ ଉଦ୍ଧାର କରାଯାଇଛି।

ନରସିଂହପୁର: ବଜ୍ରାଘାତରେ ହାତୀ ମୃତ। ନରସିଂହପୁର ଅରଣ୍ଡା ଜଙ୍ଗଲରୁ ହାତୀର ମୃତଦେହ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ ବନବିଭାଗ କର୍ମଚାରୀ ଓ ଅଧିକାରୀ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.