Below header

କଟକ: ମହାନଦୀରେ ଫସି ରହିଛନ୍ତି ପ୍ରାୟ ୧୧ଟି ହାତୀ ପଲ

କଟକ(କେନ୍ୟୁଜ୍): ଫସିଗଲେ ହାତୀ। ମହାନଦୀରେ ଫଶିଛନ୍ତି ପ୍ରାୟ ୧୧ଟି ହାତୀ ପଲ। ଏମାନେ ଗତକାଲି ରାତିରେ ଆଠଗଡ଼ ସୁକାଶନ ଜଙ୍ଗଲରୁ ଚନ୍ଦକା ଅଭୟାରଣ୍ୟ ଅଭିମୁଖେ ଯାଉଥିବାବେଳେ ନଦୀ ଭିତରେ ଫସିଯାଇଥିଲେ। ଖବର ପାଇ ବନବିଭାଗ କର୍ମଚାରୀ ସେମାନଙ୍କୁ ଉଦ୍ଧାର ପାଇଁ ଚେଷ୍ଟା ଜାରି ରଖିଛନ୍ତି। ତେବେ ପାଣି କମିଲେ ହାତୀମାନେ ନିଜେ ଆସିପାରିବେ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.