Below header

ବିଜେବି କଲେଜ ଷ୍ଟ୍ରଙ୍ଗ ରୁମରେ ଅଜଣା ଯୁବକ ପଶିବା ଘଟଣା: ଖୋର୍ଦ୍ଧା ଜିଲ୍ଲାପାଳ କହିଲେ ଇଭିଏମ ସୁରକ୍ଷିତ ଅଛି

ଭୁବନେଶ୍ବର(କେନ୍ୟୁଜ୍): ଷ୍ଟ୍ରଙ୍ଗ ରୁମ୍ ରେ ସିସିଟିଭି ଠିକ୍ ଅଛି । ସିସିଟିଭି ୨୪ ଘଣ୍ଟା ଧରି ଚାଲିଛି ।କେବେବି ବନ୍ଦ ହୋଇନି । ଷ୍ଟ୍ରଙ୍ଗ ରୁମ୍ ଭିତରେ ଥିବା ଯୁବକ ହେଉଛନ୍ତି ନିର୍ବାଚନ କମିଶନରଙ୍କ ଦ୍ଵାରା ନିଯୁକ୍ତ authorised person । ଅଭିଯୋଗ ଉପରେ ମତ ରଖିଲେ ଖୋର୍ଦ୍ଧା ଜିଲ୍ଲାପାଳ  ସଂଗ୍ରାମ କେଶରୀ ମହାପାତ୍ର । ଯେଉଁ ଅପ୍ରୀତିକର ଘଟଣା ଘଟିଲା ଓ ଆହତ ହୋଇଥିବା ପୋଲିସ କର୍ମଚାରୀ ଓ ସାଧାରଣ ଲୋକଙ୍କ ଆସୁ ଆରୋଗ୍ୟ କାମନା କଲେ ଜିଲ୍ଲାପାଳ ।

ନିର୍ବାଚନ ଶାନ୍ତି ଶୃଙ୍ଖଳାରେ ଶେଷ ହୋଇଥିଲା । ନିର୍ବାଚନ ନିୟମ ଅନୁଯାୟୀ ସବୁ ଦଳର ପ୍ରାର୍ଥୀ ଓ ଇଯେଣ୍ଟ ଙ୍କ ଉପସ୍ଥିତି ରେ ଇ ଭି ଏମ ରୁମ୍ ସିଲ କରାଯାଇଛି । ଆସନ୍ତା କାଲି ସକାଳ ୮ ଠାରୁ ଗଣତି ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.