Below header

ନିଃସନ୍ତାନ ଦମ୍ପତିଙ୍କୁ ଛୁଆ କରାଇଦେବାକୁ କହି ଠକିଥିବା ଭଣ୍ଡବାବା ଗିରଫ, ୩ ଲକ୍ଷ ୯୦ ହଜାର ଟଙ୍କାର ଠକେଇ ନେଇ ଅଭିଯୋଗ

କଟକ ବାଦାମବାଡ଼ି ଥାନାରେ ଏତଲା । ୩ ଲକ୍ଷ ୯୦ ହଜାର ଟଙ୍କାର ଠକେଇ ନେଇ ଅଭିଯୋଗ । ଏହି ଘଟଣାରେ ଯାଜପୁର ଜିଲ୍ଲାର ସିଦ୍ଧେଶ୍ୱର ସାମନ୍ତରାୟ ଗିରଫ । ଅଭିଯୁକ୍ତ ନାଁରେ ଏକାଧିକ ଥାନାରେ ରହିଛି ମାମଲା । 

କଟକ(କେନ୍ୟୁଜ୍): ଭଣ୍ଡ ବାବା ଗିରଫ । ବଡ଼ ଧରଣର ଆର୍ଥିକ ଠକେଇର ଶିକାର ହେଲେ କଟକର ନିଃସନ୍ତାନ ଦମ୍ପତି । କଟକ ବାଦାମବାଡ଼ି ଥାନାରେ ଏତଲା । ୩ ଲକ୍ଷ ୯୦ ହଜାର ଟଙ୍କାର ଠକେଇ ନେଇ ଅଭିଯୋଗ । ଏହି ଘଟଣାରେ ଯାଜପୁର ଜିଲ୍ଲାର ସିଦ୍ଧେଶ୍ୱର ସାମନ୍ତରାୟ ଗିରଫ । ଅଭିଯୁକ୍ତ ନାଁରେ ଏକାଧିକ ଥାନାରେ ରହିଛି ମାମଲା ।

ବିଭିନ୍ନ ରୋଗ ଭଲ କରିବାକୁ କହି ମଧ୍ୟ ଠକୁଥିଲା ଅଭିଯୁକ୍ତ । ଏପରି ଭଣ୍ଡ ବାବାଙ୍କ ହାବୁଡ଼ରେ ନ ପଡ଼ିବାକୁ ଅପିଲ କଲେ ଅଭିଯୋଗକାରୀ । ମେଡ଼ିକାଲ ସାଇନ୍ସ ଉପରେ ଭରସା ରଖିବାକୁ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.