Below header

ଗାଈକୁ ଟାଣିନେଲା କୁମ୍ଭୀର, ସ୍ଥାନୀୟ ଅଞ୍ଚଳରେ ଆତଙ୍କ

ଗାଈକୁ ଟାଣିନେଲା କୁମ୍ଭୀର । ଭଦ୍ରକ ଧୁଷୁରୀ ଥାନା ଷାଠିବାଙ୍କୁ ଡା ଗାଁ ନିକଟ ବୈତରଣୀ ନଦୀକୂଳରୁ ଏକ କୁମ୍ଭର ଗାଈକୁ ଟାଣିନେଇଛି ।

ଭଦ୍ରକ: ଗାଈକୁ ଟାଣିନେଲା କୁମ୍ଭୀର । ଭଦ୍ରକ ଧୁଷୁରୀ ଥାନା ଷାଠିବାଙ୍କୁ ଡା ଗାଁ ନିକଟ ବୈତରଣୀ ନଦୀକୂଳରୁ ଏକ କୁମ୍ଭର ଗାଈକୁ ଟାଣିନେଇଛି । ନଦୀକୂଳରେ କିଛି ଲୋକ ଗାଈ ଚରାଉଥିଲେ । ହଠାତ୍ କୁମ୍ଭୀର ଆସି ସୁରେଶ ପାତ୍ରଙ୍କ ଗାଈକୁ ଟାଣିନେଇଥିଲା। କୁମ୍ଭୀର ଗାଈକୁ ଟାଣିନେବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.