Below header

ଭୁଲରେ ଗଣି ଦେଇଥିଲେ , ୨୮୮ ନୁହେଁ ଫାଇନାଲ ମୃତ୍ୟୁ ସଂଖ୍ୟା ୨୭୫

କେତେକ ଡେଡ଼ ବଡ଼ି ଡବଲ କାଉଣ୍ଟିଙ୍ଗ ହୋଇ ଯାଇଥିଲା ବର୍ତ୍ତମାନ ସବୁ କୁ ଫାଇନାଲ ଫିଗର ଜିଲ୍ଲାପାଳ ଙ୍କ ଲିଖିତ ତଥ୍ୟ ଅନୁଯାୟୀ ୨୭୫ ଜଣଙ୍କ ମୃତ୍ୟୁ ହୋଇଛି । ସେ ମଧ୍ୟରୁ ୭୮ ବଡ଼ିକୁ ଚିହ୍ନଟ କରାଯାଇ ତାଙ୍କ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଛି । ଆଉ ୧୦ ବଡ଼ି ଚିହ୍ନଟ କରାଯାଇଛି ହସ୍ତାନ୍ତର ହେବ ।ବାକି ୧୮୭ଟି ଡେଡ଼ବଡ଼ିକୁ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି।

କେନ୍ୟୁଜ୍(ବ୍ୟୁରୋ):  ୨୮୮ ନୁହେଁ ଫାଇନାଲ ମୃତ୍ୟୁ ସଂଖ୍ୟା ୨୭୫ । କେତେକ ଡେଡ଼ ବଡ଼ି ଡବଲ କାଉଣ୍ଟିଙ୍ଗ ହୋଇ ଯାଇଥିଲା ବର୍ତ୍ତମାନ ସବୁ କୁ ଫାଇନାଲ ଫିଗର ଜିଲ୍ଲାପାଳ ଙ୍କ ଲିଖିତ ତଥ୍ୟ ଅନୁଯାୟୀ ୨୭୫ ଜଣଙ୍କ ମୃତ୍ୟୁ ହୋଇଛି । ସେ ମଧ୍ୟରୁ ୭୮ ବଡ଼ିକୁ ଚିହ୍ନଟ କରାଯାଇ ତାଙ୍କ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଛି । ଆଉ ୧୦ ବଡ଼ି ଚିହ୍ନଟ କରାଯାଇଛି ହସ୍ତାନ୍ତର ହେବ ।ବାକି ୧୮୭ଟି ଡେଡ଼ବଡ଼ିକୁ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି।

18003450061 ଟ୍ରୋଲ ଫ୍ରି ନମ୍ବର ଜାରି କରାଯାଇଛି ଯେଉଁ ମାନେ ଡେଡ଼ ବଡ଼ି ଚିହ୍ନଟ ପାଇଁ ଆସୁଛନ୍ତି ସେମାନେ ଏହି ନମ୍ବର ରେ କଲ କରି ପାରିବେ । ଆମର ଅଫିସର ମାନେ ସେମାନଙ୍କୁ ସାହାଯ୍ୟ କରିବେ । ତାଙ୍କୁ କୌଣସି ଅସୁବିଧା ହେବ ନାହିଁ ।1929 କେବଳ ଓଡ଼ିଶା ଲୋକଙ୍କ ପାଇଁ ଏହି ନମ୍ବର ଜାରି କରାଯାଇଛି । ରାଜ୍ୟର ଖର୍ଚ୍ଚ ରେ ଡେଡ଼ ବଡ଼ି କୁ ଗନ୍ତବ୍ୟ ସ୍ଥଳ କୁ ପଠାଯିବ । ୩୮୨ ଜଣ ଆହାତ ବ୍ୟକ୍ତି ଏବେ ବି ରାଜ୍ୟର ବିଭିନ୍ନ ମେଡ଼ିକାଲ ରେ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣ କ୍ରିଟିକାଲ ଅଛନ୍ତି । ସମସ୍ତଙ୍କୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା ସୁବିଧା ଯୋଗାଈ ଦେବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.