‘ଚା’ ବିକାଳିଙ୍କ ଯୋଗୁ ଘଟିଲା ଜଲଗାଁଓ ରେଳ ଦୁର୍ଘଟଣା’: ଉପମୁଖ୍ୟମନ୍ତ୍ରୀ ଅଜିତ୍ ପାୱାର
ଚା’ ବିକାଳିଙ୍କ ଯୋଗୁ ଘଟିଗଲା ଏତେ ବଡ଼ ରେଳ ଦୁର୍ଘଟଣା । ମହାରାଷ୍ଟ୍ରର ଜଲଗାଁଓରେ ବୁଧବାର ସନ୍ଧ୍ୟାରେ ଏକ ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ଚାଲିଯାଇଛି ୧୩ ଜଣଙ୍କ ଜୀବନ । ଲକ୍ଷ୍ନୌରୁ ମୁମ୍ବାଇ ଯାଉଥିବା ପୁଷ୍ପକ ଏକ୍ସପ୍ରେସରେ ନିଆଁ ଗୁଜବ ବିଜୁଳି ବେଗରେ ବ୍ୟାପିଯାଇଥିଲା । ଯାହାଫଳରେ…