Below header
Browsing Tag

Train tragedy

ବାହାନଗା ଟ୍ରେନ ଟ୍ରାଜେଡି : ଦୁର୍ଘଟଣା ସ୍ଥଳରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି, ସ୍ଥିତି ଅନୁଧ୍ୟାନ କଲେ

ଓଡ଼ିଶାର ବାଲେଶ୍ୱର ବାହାନଗାରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣା ସ୍ଥଳରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ବାହାନଗା ଦୁର୍ଘଟଣା ସ୍ଥଳ ପରିଦର୍ଶନ କରିବା ସହିତ ଲୋକଙ୍କ ସ୍ଥିତି ସମ୍ପର୍କରେ ପଚାରି ବୁଝିଛନ୍ତି । ଦୁର୍ଘଟଣାର ସ୍ଥିତି ବିଷୟରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହିତ…

କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାରେ ଦୁଃଖ ପ୍ରକାଶ କଲେ ବିରାଟ କୋହଲି, ସୋସିଆଲ ମିଡିଆରେ ସେୟାର କଲେ ଭାବବିହ୍ଵଳ ପୋଷ୍ଟ

ଓଡିଶା ବାଲେଶ୍ୱରର ବାହାନଗାରେ ହୋଇଥିବା ଟ୍ରେନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଟିମ୍‌ ଇଣ୍ଡିଆର ଖେଳାଳି ବିରାଟ କୋହଲି । ବେଙ୍ଗାଲୁରୁ-ହାଓ୍ଵଡା ସୁପରଫାଷ୍ଟ ଏକ୍ସପ୍ରେସ, ଶାଲିମାର-ଚେନ୍ନାଇ ସେଣ୍ଟ୍ରାଲ କରମଣ୍ଡଳ ଏକ୍ସପ୍ରେସ ଏବଂ ମାଲବାହୀ ଟ୍ରେନ ଧକ୍କା ହୋଇଛି । ଘଟଣା ସ୍ଥଳରେ…

ଭୟଙ୍କର ଟ୍ରେନ ଦୁର୍ଘଟଣାରେ ବଦଳିଲା ଟ୍ରେନ ରୁଟ, ବାତିଲ ହେଲା ଏସବୁ ଟ୍ରେନ

ବାଲେଶ୍ବର ଜିଲ୍ଲା ବାହାନଗାରେ ଗତ କଲି ଶୁକ୍ରବାର ସନ୍ଧ୍ୟାରେ ଘଟିଥିବା ଛାତିଥରା ଭୟଙ୍କର ଟ୍ରେନ ଦୁର୍ଘଟଣାରେ ବଢୁଛି ମୃତ୍ୟୁ ସଂଖ୍ୟା । ଏହି ଟ୍ରେନ ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୨୩୮ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଥିବା ବେଳେ ଏହାର ସଂଖ୍ୟା ଆଗକୁ ବଢିବାର ଆଶଙ୍କା ରହିଛି ।…

କରମଣ୍ଡଳ ଟ୍ରେନ ଟ୍ରାଜେଡି : ଦୁର୍ଘଟଣା ସ୍ଥଳକୁ ଆସିବେ ମୋଦି, କଟକ ଆସି ଆହତଙ୍କୁ ଭେଟିପାରନ୍ତି !

ଓଡ଼ିଶାର ବାଲେଶ୍ୱର ବାହାନଗାରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣା ସ୍ଥଳକୁ ଆସିବେ ମୋଦି । ଦୁର୍ଘଟଣା ସ୍ଥଳ ପରିଦର୍ଶନ କରିବା ପରେ ଆହତଙ୍କୁ ଭେଟିବାକୁ କଟକ ବଡ ମେଡିକାଲ ଆସିବେ ବୋଲି ଖବର ମିଳିଛି । ଆଜି ସନ୍ଧ୍ୟାରେ ମୋଦି ଆସିପାରନ୍ତି ବୋଲି ଖବର ମିଳିଛି । ଓଡ଼ିଶାର ବାଲେଶ୍ୱର ବାହାନଗାରେ…

ମୁମ୍ବାଇ-ଗୋଆ ବନ୍ଦେ ଭାରତ ଟ୍ରେନ ଉଦ୍‌ଘାଟନ ସ୍ଥଗିତ, ଓଡିଶାରେ ଟ୍ରେନ ଦୁର୍ଘଟଣା ପରେ ମୋଦି ବାତିଲ କଲେ କାର୍ଯ୍ୟକ୍ରମ

ଓଡିଶା ବାଲେଶ୍ୱରର ବାହାନଗାରେ ଟ୍ରେନ ଦୁର୍ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଆଉ ଏଭଳି ଦୁର୍ଘଟଣା ଯୋଗୁଁ ଆଜି ହେବାକୁ ଥିବା ମୁମ୍ବାଇ-ଗୋଆ ବନ୍ଦେ ଭାରତ ଟ୍ରେନର ଉଦ୍‌ଘାଟନକୁ ବାତିଲ କରିଦିଆଯାଇଛି । ଏଭଳି ଦୁର୍ଘଟଣା ପରେ ପ୍ରଧାନମନ୍ତ୍ରୀ ମୋଦି କାର୍ଯ୍ୟକ୍ରମକୁ ବାତିଲ କରିଦିଆଯାଇଛି ।…

ବାହାନଗା ଟ୍ରେନ ଟ୍ରାଜେଡି : ସ୍ଥିତିର ସମୀକ୍ଷା କରିବା ପାଇଁ ଜରୁରୀ ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ ମୋଦି

ବାଲେଶ୍ୱର ବାହାନଗାରେ ହୋଇଥିବା ଭୟଙ୍କର ରେଳ ଦୁର୍ଘଟଣାର ସମୀକ୍ଷା ବୈଠକ କରିବେ ପ୍ରଧାନମନ୍ତ୍ରୀ ମୋଦି । ମୋଦିଙ୍କ ଅଧ୍ୟକ୍ଷତାରେ ସ୍ଥିତିର ସମୀକ୍ଷା କରାଯିବ । କେଉଁ ପର୍ଯ୍ୟନ୍ତ ଉଦ୍ଧାରକାର୍ଯ୍ୟ କାର୍ଯ୍ୟକାରୀ ହେଲାଣି ସେଥିପାଇଁ ବୈଠକ ଡକାଇଛନ୍ତି । ଟ୍ରେନ ଟ୍ରାଜେଡିରେ ମୃତ୍ୟୁ ସଂଖ୍ୟା…

ଦୁର୍ଘଟଣାସ୍ଥଳରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କହିଲେ- ଉଚ୍ଚସ୍ତରୀୟ ତଦନ୍ତ କରାଯିବ

(କେନ୍ୟୁଜ): ଟ୍ରେନ ଦୁର୍ଘଟଣା ସ୍ଥଳ ବାହାନଗା ଷ୍ଟେସନରେ ପହଞ୍ଚିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଦୁର୍ଘଟଣା ସ୍ଥଳରେ ପହଞ୍ଚି ପୁରା ଘଟଣାର ସ୍ଥିତି ଅନୁଧ୍ୟାନ କରି ଗଣମାଧ୍ୟମ ପ୍ରତିନିଧୀଙ୍କ ସହ ଆଲୋଚନ ପରେ ଏପରି ପ୍ରାଣ ହରାଇଥିବା ଯାତ୍ରୀଙ୍କ ପରିବାର ପ୍ରତି ଗଭୀର ଶୋକ…

ଶେଷ ମୁହୂର୍ତ୍ତରେ ରାବଣ ବଞ୍ଚାଇଲେ ଅନେକ ଜୀବନ, ପଛରେ ଛାଡିଗଲେ ବିଧବା ମା’, ସ୍ତ୍ରୀ ଏବଂ ୮ ମାସର ସନ୍ତାନ

ଭୁବନେଶ୍ବର (କେନ୍ଯୁଜ୍) : ମୃତ୍ଯୁର ତାଣ୍ଡବ ରଚିଲା ଲୌହ ଦାନବ । ନେଇଗଲା ୬୦ରୁ ଅଧିକ ଜୀବନ । ଦଶହରା ପାଇଁ ଉତ୍ସବ ମୁଖର ଥିଲା ସାରା ଦେଶ । ହେଲେ ଏତିକି ବେଳେ କେଜାଣି କେଉଁଠୁ ମାଡ଼ି ଆସିଲା କଳା ବାଦଲ ଆଉ ମୁହୂର୍ତ୍ତକ ଭିତରେ ଭସେଇ ନେଲା ସବୁ ଖୁସି। ଭାଙ୍ଗି ଦେଇଗଲା କେତେ ଯେ ସଧବାଙ୍କ…