Below header

ବମୀଖାଲ ନିକଟସ୍ଥ ଏକ ମାର୍ବଲ ଦୋକାନରେ ଅଗ୍ନିକାଣ୍ଡ

ଭୁବନେଶ୍ୱର(କେନ୍ୟୁଜ୍) : ଗତକାଲି ରାତି ପାଖାପାଖୀ 11ଟା ବେଳେ କଟକ ଭୁବନେଶ୍ୱର ଜାତୀୟ ରାଜପଥ ପାର୍ଶ୍ଵ ବମୀଖାଲ ନିକଟସ୍ଥ ଏକ ମାର୍ବଲ ଦୋକାନ ରେ ନିଆଁ ଲାଗିଯାଇଥିଲା । ତେବେ ନିକଟରେ ଥିବା ଏକ ପିସିଆର୍ ଗାଡି ସଚେତନ ଥିବାରୁ ନିଆଁକୁ ସହଜରେ ଆୟତ କରାଯାଇପାରିଥିଲା । ସୂଚନା ମୁତାବକ ପିସିଆରରେ ଗାଡିରେଥିବା ହାବିଲଦାର, ପୋଲିସ ଏବଂ ହୋମଗାର୍ଡଙ୍କ ସହ କିଛି ସ୍ଥାନୀୟ ଲୋକ ମିଶି ବିନା ଅଗ୍ନିଶମ ବିଭାଗ ସହାୟତାରେ ନିଆଁ କୁ ଆୟତ କରିଥିବା ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.