Below header

ଦୁଇଦିନରେ ୧୨ ରୁ ଊର୍ଦ୍ଧ ଘରପୋଡି ପାଉଁଶ,ଲୋକେ କହୁଛନ୍ତି ଭୂତ ଲଗାଉଛି ନିଆଁ

ଜଗତସିଂହପୁର (କେନ୍ଯୁଜ୍) : ତିର୍ତ୍ତୋଲ ଥାନା କଟରା ପଞ୍ଚାୟତର ଦୁର୍ଦାଗ୍ରାମର ଦୁଇ ଦିନ ଧରି ଭୌତିକ ଅଗ୍ନିକାଣ୍ଡ ଘଟି ୧୨ ରୁ ଊର୍ଦ୍ଧ ବଖରା ଘରା ପୋଡି ପାଉଁଶ ହୋଇ ଯାଇଛି। ତିର୍ତ୍ତୋଲ ଅଗ୍ନିଶମ ବିଭାଗ ଯାଇ ନିଆଁକୁ ଆୟତ୍ତ କରିଥିଲା। ଏହି ଘର ପୋଡିରେ ନିରଞ୍ଜନ ସ୍ବାଇଁ, ବଂଶୀଧର ସ୍ବାଇଁ, ରାଜକିଶୋର ସ୍ବାଇଁ, ସୁବାଷ ବେହେରା, ନିମାଇଁ ଚରଣ ଜେନା ପ୍ରମୁଖଙ୍କ ଘର ପୋଡି ଆସବା ପତ୍ର ସମ୍ପୂର୍ଣ୍ଣ ଜଳିଯାଇଛି।

fireeଘଟଣାସ୍ଥଳକୁ ସାଂସଦ କୁଳମଣି ସାମଲ, ବିଧାୟିକା ରାଜଶ୍ରୀ ମଲ୍ଲିକ ପ୍ରମୁଖ ଯାଇ କ୍ଷତିଗ୍ରସ୍ଥ ପରିବାରଙ୍କୁ ସାତ୍ତ୍ବନା ଦେଇଛନ୍ତି। ଏହି ଘଟଣାରେ ଜିଲ୍ଲା ପ୍ରସାସନ ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.