Below header

ଭୁବନେଶ୍ୱରରୁ ୫ ସାଇବର ଠକଙ୍କୁ ଗିରଫ କଲା ହାଇଦ୍ରାବାଦ ପୋଲିସ୍

ଭୁବନେଶ୍ୱର(କେନ୍ଯୁଜ୍): ଭୁବନେଶ୍ୱରରୁ ୫ ସାଇବର ଠକ ଗିରଫ । ଭରତପୁର ଥାନା ପୋଲିସ ସହାୟତାରେ ୫ ସାଇବର ଠକଙ୍କୁ ଗିରଫ କରିଛି ହାଇଦ୍ରାବାଦ ପୋଲିସ । ହାଇଦ୍ରାବାଦରେ ୩୦ଲକ୍ଷ ଟଙ୍କାର ଠକିଥିବା ଅଭିଯୋଗ ହୋଇଥିଲା।

ଆଜି ହାଇଦ୍ରାବାଦ ପୋଲିସକୁ ହସ୍ତାନ୍ତର କରିବ କମିଶନରେଟ୍‌ ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.