Browsing Tag

cyber criminal

ଟଙ୍କା ଦିଅ ନହେଲେ ଭାଇରାଲ କରିଦେବୁ ନଗ୍ନ ଫଟୋ : ଅଚିହ୍ନା ନମ୍ବରରୁ ହ୍ବାଟ୍ସଆପ ଭିଡ଼ିଓ କଲ ଉଠାଇ ହଟହଟା ହେଲେ ଯୁବକ

ଉମରକୋଟ(କେନ୍ୟୁଜ୍): ଅଚିହ୍ନା ନମ୍ବରରୁ ହ୍ବାଟ୍ସଆପ ଭିଡ଼ିଓ କଲ ଉଠାଇ ସାଇବର କ୍ରିମିନାଲର ଜାଲରେ ଫସିଲେ ଯୁବକ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ର ଧୋଡ୍ରା ଗ୍ରାମରେ। ଦୁଇ ଦିନ ତଳେ ଧୋଡ୍ରା ଗ୍ରାମର ହର୍କେସ ୟାଦବ ନାମକ ଜଣେ ଯୁବକଙ୍କ ନିକଟକୁ ଅଜଣା…

ସାବଧାନ୍! ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟଙ୍କ ନାଁରେ ହ୍ଵାଟସ ଆପ୍‌ ଫେକ ଆକାଉଣ୍ଟ, ମେସେଜ ଦ୍ବାରା ଟଙ୍କା ମାଗିଲେ…

ଭୁବନେଶ୍ୱର(କେନ୍ୟୁଜ୍): ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟଙ୍କ ନାଁରେ ହ୍ଵାଟସ ଆପ୍‌ ଫେକ ଆକାଉଣ୍ଟ । ସାଇବର ଅପରାଧୀ ଫେକ୍‌ ଆକାଉଣ୍ଟ କରି ଲିଙ୍କ୍‌ରେ ଥିବା ଲୋକଙ୍କୁ ମେସେଜ ପଠାଉଛି । ଏନେଇ କ୍ରାଇମବ୍ରାଞ୍ଚ ଥାନାକୁ ଅବଗତ କରାଇଛନ୍ତି ଅଗ୍ନିଶମ ଡିଜି । ଏଭଳି ମେସେଜ କିମ୍ବା କଲ୍‌…

ସୋନୁ ସୁଦ୍‌ଙ୍କୁ ସାହାଯ୍ୟ ମାଗି ଫସିଲେ ରୋଗାକ୍ରାନ୍ତ ଶିକ୍ଷକ, ସାଇବର ଠକ କରିଦେଲେ ଆକାଉଣ୍ଟ ଖାଲି!

ଅଭିନେତା ସୋନୁ ସୁଦ୍‌ଙ୍କୁ ଚିକିତ୍ସା ପାଇଁ ସାହାଯ୍ୟ ମାଗିବା ଜଣେ ରୋଗାକ୍ରାନ୍ତ ଶିକ୍ଷକଙ୍କୁ ମହଙ୍ଗା ପଡ଼ିଛି। ସାଇବର ଠକ ଶିକ୍ଷକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଖାଲି କରି ଦେଇଛନ୍ତି। ମାମଲା ବିହାରର ନାଳନ୍ଦା ଜିଲ୍ଲାର ବୋଲି ଜଣାପଡ଼ିଛି। ସୂଚନା ମୁତାବକ, ଶିକ୍ଷକ ଶୁଭମ୍ କୁମାର ଗତ ୧ ବର୍ଷ…

ବାଲେଶ୍ୱର ସାଇବର ଥାନା ପୋଲିସକୁ ସଫଳତା: ବ୍ୟାଙ୍କ୍‌ ଆକାଉଣ୍ଟକୁ ହାକ୍‌ ଘଟଣାର ମୁଖ୍ୟ ଅଭିଯୁକ୍ତ ସହ ୫ଗିରଫ

ବାଲେଶ୍ୱର(କେନ୍ଯୁଜ୍): ବାଲେଶ୍ୱର ସାଇବର ଥାନା ପୋଲିସକୁ ସଫଳତା । ବ୍ୟାଙ୍କ୍‌ ଆକାଉଣ୍ଟକୁ ହାକ୍‌ କରି ଲୁଟ ଘଟଣାର ପର୍ଦ୍ଦଫାସ କରିଛି ପୋଲିସ । ମାମଲାର ମୁଖ୍ୟ ଅଭିଯୁକ୍ତ ସମେତ ୫ଜଣଙ୍କୁ ଗିରଫ କରିଛି ସାଇବର ପୋଲିସ । ଗତ ଡିସେମ୍ବର ୨୯ରେ ବାଲେଶ୍ୱର ଇଣ୍ଡସଇଣ୍ଡ୍‌ ବ୍ୟାଙ୍କର ଜଣେ ଗ୍ରାହକଙ୍କ…

ପୁଣି ମାତିଲେ ସାଇବର ଲୁଟେରା: OCAC ମୁଖ୍ୟଙ୍କ ନାଁରେ ଠକେଇ, ହ୍ଵାଟ୍‌ସ ଆପ୍‌ ହ୍ୟାକ୍‌ କରି ଲୁଟିନେଲେ ୭ ଲକ୍ଷ ଟଙ୍କା

ଭୁବନେଶ୍ବର(କେନ୍ଯୁଜ୍): ପୁଣି ମାତିଲେ ସାଇବର ଲୁଟେରା। OCAC ମୁଖ୍ୟ ମନୋଜ ପଟ୍ଟନାୟକଙ୍କ ନାଁରେ ଠକେଇ। ହ୍ଵାଟ୍‌ସ ଆପ୍‌ ହ୍ୟାକ୍‌ କରି ଲୁଟିନେଲେ ୭ ଲକ୍ଷ ଟଙ୍କା । ଏନେଇ ସହିଦନଗର ଥାନାରେ ଅଭିଯୋଗ ହୋଇଛି। ଖବର ଅନୁଯାୟୀ, ଓକାକ ସିଇଓ ତଥା E&IT ବିଭାଗର ଅତିରିକ୍ତ ସଚିବ ମନୋଜ କୁମାର…

ଭୁବନେଶ୍ୱରରୁ ୫ ସାଇବର ଠକଙ୍କୁ ଗିରଫ କଲା ହାଇଦ୍ରାବାଦ ପୋଲିସ୍

ଭୁବନେଶ୍ୱର(କେନ୍ଯୁଜ୍): ଭୁବନେଶ୍ୱରରୁ ୫ ସାଇବର ଠକ ଗିରଫ । ଭରତପୁର ଥାନା ପୋଲିସ ସହାୟତାରେ ୫ ସାଇବର ଠକଙ୍କୁ ଗିରଫ କରିଛି ହାଇଦ୍ରାବାଦ ପୋଲିସ । ହାଇଦ୍ରାବାଦରେ ୩୦ଲକ୍ଷ ଟଙ୍କାର ଠକିଥିବା ଅଭିଯୋଗ ହୋଇଥିଲା। ଆଜି ହାଇଦ୍ରାବାଦ ପୋଲିସକୁ ହସ୍ତାନ୍ତର କରିବ କମିଶନରେଟ୍‌ ପୋଲିସ।

ରାଜଧାନୀରେ ବଡ଼ ଧରଣର ସାଇବର୍‌ ଠକେଇ: କଲଗାର୍ଲ ନାଁରେ ୨୦ ମିନିଟ୍ ଭିତରେ ଯୁବକଙ୍କ ଆକାଉଣ୍ଟ ସଫା

ଭୁବନେଶ୍ବର: ଦିନକୁ ଦିନ ବଢି ଚାଲିଛି ସାଇବର କ୍ରାଇମ୍ । ପୋଲିସ୍ ଯେତେ ସଚେତନ କଲେ ବି ଅପରାଧିଙ୍କ ହାବୁଡରେ ପଡିଯାଉଛନ୍ତି ଲୋକେ । ଏଭଳି ପୁଣି ଏକ ବଡ ଧରଣର ହାତସଫାଇ କରିଛନ୍ତି ଏହି ସାଇବର ଅପରାଧିମାନେ । ତାହା ପୁଣି ରାଜଧାନୀରେ। କଲଗାର୍ଲ ନାଁରେ କଳାକନା ବୁଲାଇନ୍ତି ସାଇବର…

ଆପଣଙ୍କୁ ବି ପୁରସ୍କାର ଜିତିବାର ଫୋନ୍‌ କଲ୍‌ ଆସୁଛିକି ? ସତର୍କ ରୁହନ୍ତୁ, ନଚେତ ଖାଲି ହୋଇଯାଇ ପାରେ ଆକାଉଣ୍ଟ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଫୋନ୍‌ ଆସିଲା, ଆମେ କୌନ ବନେଗା କରୋଡ଼ ପତିରୁ କହୁଛୁ । ଆପଣଙ୍କ ଫୋନ୍‌ ନମ୍ବର ଭାରୀ ଲକୀ । ଆପଣଙ୍କୁ ବହୁତ ଶୁଭେଚ୍ଛା । ଆପଣଙ୍କ ଏହି ନମ୍ବରରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ଉଠିଛି । ଆପଣ ନେବାକୁ ଚାହୁଁଛନ୍ତି କି? ଏପଟେ ଫୋନ୍‌ କଲ୍‌ ପାଇଥିବା ବ୍ୟକ୍ତି ଜଣକ…

ସାବଧାନ୍! ବିନା OTP ନମ୍ବରରେ ବି ଆକାଉଣ୍ଟରୁ ଟଙ୍କା ଗାଏବ କରୁଛନ୍ତି ସାଇବର ଅପରାଧୀ, ଏହି ଆପ୍ ସାହାଯ୍ୟରେ କରୁଛନ୍ତି…

ବିଭିନ୍ନ ସାଇବର ଠକେଇରୁ ଦୁରେଇ ରହିବା ପାଇଁ ବ୍ୟାଙ୍କ ସବୁବେଳେ ନିଜର ଗ୍ରାହକଙ୍କୁ ସେମାନଙ୍କର ଡେବିଟ୍ / କ୍ରେଡିଟ୍ କାର୍ଡର PIN ନମ୍ବର କିମ୍ବା OTP ନମ୍ବରକୁ କାହାକୁ ନଦେବାକୁ ପରାମର୍ଶ ଦେଇଥାନ୍ତି। ଖାଲି ସେତିକି ନୁହେଁ ଏହା ସହିତ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଯେପରି କୌଣସି ଅର୍ଥ…