Below header

ସାରା ରାଜ୍ୟରେ ୨୪ ଘଣ୍ଟା ଯାଏ ଶୁଖିଲା ରହିବ ପାଗ, ୧୨ଟି ଜିଲ୍ଲାର ଜାତୀୟ ରାଜପଥରେ ଘନକୁହୁଡ଼ି ସତର୍କତା

ଭୁବନେଶ୍ବର: ସାରା ରାଜ୍ୟରେ ଆଗାମୀ ୨୪ ଘଣ୍ଟା ଯାଏ ଶୁଖିଲା ରହିବ ପାଗ। ସ୍ଥାନେ ସ୍ଥାନେ ରାତିର ତାମପାତ୍ରା ସାମାନ୍ୟ ହ୍ରାସ ପାଇବ। ଦିନକ ପରେ ତାପମାତ୍ରା ତିନିରୁ ଚାରି ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବା ସମ୍ଭାବନା ରହିଛି। ଉପକୂଳ, ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାର ୧୨ଟି ଜିଲ୍ଲାରେ ଘନ କୁହୁଡ଼ି ଲାଗିରହିବ। ଏହି ୧୨ଟି ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥରେ ଘନକୁହୁଡ଼ିର ସତର୍କତା ଦିଆଯାଇଛି। ଝାରସୁଗୁ଼ଡାର କିଛି ଜାଗାରେ ଅଳ୍ପ ବର୍ଷା ହୋଇଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗତକାଲି ମାଲକାନଗିରିର ସର୍ବନିମ୍ନ ତାପମାତ୍ରା ୯ଡିଗ୍ରୀ ରେକର୍ଡ କରାଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.