Below header

ଏସିଆରୁ ୟୁରୋପ ସଂଯୋଗ ହେବ ରେଳ କରିଡର, ଜି -୨୦ ସମ୍ମିଳନୀ ଅବସରରେ ବଡ଼ ଚୁକ୍ତି

ଏସିଆରୁ ୟୁରୋପ । ସଂଯୋଗ ହେବ ରେଳ କରିଡର। ଜି -୨୦ ସମ୍ମିଳନୀ ଅବସରରେ ବଡ଼ ଚୁକ୍ତି। ଆମେରିକା, ଭାରତ, ସାଉଦି ଆରବ, ୟୁଏଇ, ୟୁରୋପୀୟ ୟୁନିଅନ ମଧ୍ୟରେ ଏମଓୟୁ । ମଧ୍ୟ ଏସିଆ, ଦକ୍ଷିଣ ଏସିଆ ଏବଂ ୟୁରୋପକୁ ସଂଯୋଗ କରିବ ରେଳ କରିଡର।

ଏସିଆରୁ ୟୁରୋପ । ସଂଯୋଗ ହେବ ରେଳ କରିଡର। ଜି -୨୦ ସମ୍ମିଳନୀ ଅବସରରେ ବଡ଼ ଚୁକ୍ତି। ଆମେରିକା, ଭାରତ, ସାଉଦି ଆରବ, ୟୁଏଇ, ୟୁରୋପୀୟ ୟୁନିଅନ ମଧ୍ୟରେ ଏମଓୟୁ । ମଧ୍ୟ ଏସିଆ, ଦକ୍ଷିଣ ଏସିଆ ଏବଂ ୟୁରୋପକୁ ସଂଯୋଗ କରିବ ରେଳ କରିଡର।

ଭାରତରୁ ୟୁରୋପକୁ ଗଡ଼ିବ ଟ୍ରେନ। G-20ରେ ଇଣ୍ଡିଆ-ମିଡିଲ ଇଷ୍ଟ-ୟୁରୋପ ଅର୍ଥନୈତିକ କରିଡର ପ୍ରକଳ୍ପ ଘୋଷଣା । ୮ ଦେଶ ମିଳିତ ଭାବେ ଏହି ପ୍ରକଳ୍ପ ନିର୍ମାଣ କରିବେ । ଜଳପଥରେ ମଧ୍ୟ ସଂଯୋଗ ହେବ ଭାରତରୁ ୟୁରୋପ। କମ ଏବଂ ମଧ୍ୟମ ଆୟ ବର୍ଗର ଦେଶମାନେ ଏଥିରେ ଉପକୃତ ହେବେ।

ସପ୍ଲାଏ ଚେନକୁ ସୁଦୃଢ କରିବ ଏହି ରେଳ ଭିତ୍ତିଭୂମି। ମୋଦି କହିଛନ୍ତି ମାନବ ସଭ୍ୟତାର ବିକାଶରେ ଏହା ଏକ ବହୁତ ବଡ଼ ଭିତ୍ତିଭୂମି। ଏହି ଚୁକ୍ତି ପାଇଁ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ବାଇଡେନ। ଐତିହାସିକ ନିଷ୍ପତ୍ତିକୁ ନୂଆପିଢ଼ି ମନେ ରଖିବେ ବୋଲି ବାଇଡେନ କହିଛନ୍ତି। ଏଥରର ଜି ୨୦ ସମ୍ମିଳନୀ ଗୋଟିଏ ବିଶ୍ବ, ଗୋଟିଏ ପରିବାର ଓ ଗୋଟିଏ ଭବିଷ୍ୟତର ବାର୍ତ୍ତା ଦେଇଛି। ଏହା ତାର ଏକ ଅଂଶ ବୋଲି ବାଇଡେନ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.