Below header

ଡିସେମ୍ବର ମାସ ପାଇଁ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ଜାରି କଲା ଗାଇଡ଼ଲାଇନ, ଜାଣନ୍ତୁ କଣ କଣ ରହିଛି କଟକଣା

କେନ୍ୟୁଜ୍(ବ୍ୟୁରୋ): ଡିସେମ୍ବର ମାସ ପାଇଁ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ଜାରି କଲା  ଗାଇଡ଼ଲାଇନ। କରୋନାର ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣକୁ ଦ୍‌ଷ୍ଟିରେ ରଖି ଜିଏ ବିଭାଗ ଏହି ଗାଇଡ଼ଲାଇନ ଜାରି କରିଛି। ତେବେ ନଜର ପକାନ୍ତୁ କଣ କଣ କଟକଣା ଲାଗୁ ହୋଇଛି  ଡିସେମ୍ବର ମାସ ପାଇଁ-

  • କଟକ ଭୁବନେଶ୍ବରରେ ଥିବା ସମସ୍ତ ସରକାରୀ ଅଫିସ୍ ୭୫ କର୍ମଚାରୀଙ୍କୁ ନେଇ ଚାଲିବ ସମସ୍ତ  (A-୧ କର୍ମଚାରଙ୍କ ସମେତ ସମସ୍ତ ଷ୍ଟାଫ୍)
  •   ମାସର ପ୍ରତ୍ୟେକ ଶନିବାର ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ
  • ଜରୁରୀକାଳିନ ସେବାରେ ଥିବା ଅଫିସ ପୂରା କର୍ମଚାରୀଙ୍କୁ ନେଇ ଚାଲିବ। ଏସଆରସି ଏବଂ ଓଏସଡିଏମଏ ଅଫିସ, ପୁଲିସ, ଅଗ୍ନିଶମ ବିଭାଗ, ସ୍ବାସ୍ଥ୍ୟ ସେବା, ମ୍ୟୁନିସିପାଲିଟି ଇତ୍ୟାଦି  ଅଫିସଗୁଡ଼ିକ ସମସ୍ତ କର୍ମଚାରୀଙ୍କୁ ନେଇ ଚାଲିବ
  •  ଅଫିସକୁ ଆସିଥିବା  କର୍ମଚାରୀଙ୍କ ସହ ବିଭାଗର ମୁଖ୍ୟଙ୍କୁ କରୋନା ପ୍ରୋଟୋକଲ ମାନି ଚଳିବାକୁ ହେବ। ଯଦି କାମ କରିବା ସମୟରେ କୌଣସି କର୍ମଚାରୀ କରୋନା ଆକ୍ରାନ୍ତ ହୁଅନ୍ତି, ତେବେ ଅଫିସ ପକ୍ଷରୁ ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ପ୍ରୋଟୋକଲ ମାନି କାମ ‌କରିବାକୁ ହେବ।
  • ଯେଉଁମାନଙ୍କୁ ଭିପିଏନ ସୁବିଧା ଦିଆଯାଇଛି, ସେମାନେ ଘରୁ କାମ କରିପାରିବେ। ହେଲେ ଦରକାର ପଡ଼ିଲେ ସେମାନଙ୍କୁ ଅଫିସ ଆସିବାକୁ ହେବ ଏବଂ ଫୋନରେ ଯୋଗାଯୋଗ ପାଇଁ ସବୁବେଳେ ଉପଲବ୍ଧ ହେବାକୁ ପଡ଼ିବ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.