Below header

ଭିଜିଲାନ୍ସ ଜାଲରେ ଗଜପତି ନୂଆଁଗଡ଼ ଫରେଷ୍ଟର, ଏକକାଳୀନ ୪ଟି ସ୍ଥାନରେ ଚାଲିଛି ରେଡ୍‌

ଗଜପତି (କେନ୍ଯୁଜ୍): ଭିଜିଲାନ୍ସ ଜାଲରେ ଫରେଷ୍ଟର। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଜପତି ନୂଆଁଗଡ଼ ବନପାଳ ଗଣେଶ ପ୍ରଧାନଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ଏକକାଳୀନ ୪ଟି ସ୍ଥାନରେ ରେଡ୍‌ ଚାଲିଛି।

ପାରଳାଖେମୁଣ୍ଡିସ୍ଥିତ ଭଡାଘର, ପାତାପାଟନମ, ହରିଚନ୍ଦ୍ରପୁର ଓ ନୂଆଁଗଡ଼ ଫରେଷ୍ଟରଙ୍କ କାର୍ଯ୍ୟାଳୟରେ ଚଢଉ ଚାଲିଛି। ରେଡ୍‌ରେ ସାମିଲ ହୋଇଛନ୍ତି ୪ଟି ଭିଜିଲାନ୍ସ ଟିମ୍‌।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.