Below header

କୋରାପୁଟ ସେମିଳିଗୁଡ଼ାରେ ଏକ କୁଇଣ୍ଟାଲ ୭୩ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

କୋରାପୁଟ: କୋରାପୁଟ ଜିଲ୍ଲା ସେମିଳିଗୁଡ଼ାରେ ଚାଲାଣ ବେଳେ, ମାଛକୁଣ୍ଡ ଲମତାପୁଟ ପୋଲିସ ଜବତ କରିଛି ଏକ କୁଇଣ୍ଟାଲ ୭୩ କେଜି ଗଞ୍ଜେଇ। ଗଞ୍ଜେଇ ଚାଲାଣ ବେଳେ ବ୍ୟବହୃତ ହୋଇଥିବା ପିକ୍‌ଅପ୍‌କୁ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ହେଲେ ସାମୁଏଲ୍‌ ଦୁସୁରା ବାରିକ। ତାଙ୍କ ଘର ପଟାଙ୍ଗୀ ବ୍ଲକ ପଣ୍ଡେଇ ଗାଁରେ। ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.