Below header

ପୁଣି ନାବାଳିକା ଦୁଷ୍କର୍ମ, ଶିକାର ହେଲା ୧୧ ବର୍ଷ ଝିଅ

କେନ୍ଦ୍ରାପଡା(କେନ୍ଯୁଜ୍) : ୧୧ ବର୍ଷର ନାବାଳିକାକୁ ଦୁଷ୍କର୍ମ  ଅଭିଯୋଗ । କେନ୍ଦ୍ରାପଡା ଜିଲ୍ଲା ରାଜନଗର ଅଞ୍ଚଳରେ ଘଟିଛି ଏଭଳି ଅମାନବୀୟ ଘଟଣା । ଟ୍ୟୁସନ ହେବାକୁ ଯାଇଥିବା ବେଳେ ସୋମନାଥ ନାୟକ ନାମକ ଜରେ ଯୁବକ ତାଙ୍କୁ ଦୁଷ୍କର୍ମ କରିଥିବା ପୀଡ଼ିତାଙ୍କ ବାପା ରାଜନଗର ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିବା ସହ ସଂପୃକ୍ତ ଯୁବକଙ୍କୁ ଅଟକ ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.