Below header

ବିଜେଡି ସରକାରଙ୍କ ୨୦ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଟ୍ଵିଟ୍‌, କହିଲେ ‘ଓଡ଼ିଶାବାସୀଙ୍କ ନିକଟରେ ମୁଁ ଋଣୀ’

ଭୁବନେଶ୍ବର: ବିଜେଡି ସରକାରଙ୍କ ୨୦ ବର୍ଷ ପୂର୍ତ୍ତି ଅବସରରେ ଟ୍ଵିଟ୍‌ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାବାସୀଙ୍କ ନିକଟରେ ଋଣୀ। ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଯୋଗୁ ୨୦ବର୍ଷ ପୂରଣ କରିଛି। କୋଟିକୋଟି ଓଡ଼ିଆଙ୍କ ସମର୍ଥନରେ ଆମ ସରକାର ଲୋକଙ୍କ ସେବାରେ ୨୦ବର୍ଷ ପୂରଣ କରିଛି। ଏଥିପାଇଁ ମୁଁ ଓଡ଼ିଶାବାସୀଙ୍କ ନିକଟରେ ଋଣୀ। ନୂଆ ଓଡ଼ିଶା ଗଠନ ଦିଗରେ ଆଗକୁ ବଢିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.