Below header

ରେଳ ବିଭାଗରେ ଖାଲି ପଡ଼ିଛି ୨୭୯୨ ଟି ପଦ, ବିନା ପରୀକ୍ଷାରେ ହେବ ଚୟନ; ଆଜି ହିଁ କରନ୍ତୁ ଆବେଦନ

ସରକାରୀ ଚାକିରି ଖୋଜୁଥିବା ଆଶାୟୀ ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ପୂର୍ବତଟ ରେଲେଓ୍ଵରେ ୨୭୯୨ଟି ଏସିଟି ଅପରେଣ୍ଟିସ୍‌ ପଦ ଖାଲି ପଡ଼ିଛି। ଯଦି ଆପଣ ରେଳ ବିଭାଗରେ କାମ କରିବାକୁ ଇଚ୍ଛୁକ ଅଛନ୍ତି ତେବେ ତୁରନ୍ତ କରନ୍ତୁ ଆବେଦନ। ଏହି ପଦ ପାଇଁ ଆବେଦନ ପ୍ରକ୍ରିୟା ୫ ମାର୍ଚ୍ଚ ୨୦୨୦ରୁ ଆରମ୍ଭ ହେଉଛି। ଏହି ପ୍ରକ୍ରିୟା ୪ ଏପ୍ରିଲ ୨୦୨୦ ପର୍ଯ୍ୟନ୍ତ ଚାଲୁ ରହିବ। ଇଚ୍ଛୁକ ପ୍ରାର୍ଥୀ ୪ ଏପ୍ରିଲ ୨୦୨୦ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଆସନ୍ତୁ ଜାଣିବା ଏହି ପଦ ବିଷୟରେ…

rail

ପଦ ନାମ: ଏସିଟି ଅପରେଣ୍ଟିସ୍‌

ମୋଟ ପଦ ସଂଖ୍ୟା: ୨୭୯୨

ଆବେଦନ ଆରମ୍ଭ: ୫ ମାର୍ଚ୍ଚ ୨୦୨୦

ଶେଷ ତାରିଖ: ୪ ଏପ୍ରିଲ ୨୦୨୦

ଚୟନ ପ୍ରକ୍ରିୟା: ଯୋଗ୍ୟତା ଆଧାରରେ, କୌଣସି ଲିଖିତ ପରୀକ୍ଷା ଦେବାକୁ ପଡ଼ିବ ନାହିଁ।

ଚାକିରି ସ୍ଥାନ: କୋଲକାତା

job

ଅଫିସିଆଲ ୱେବସାଇଟ୍‌: er.indianrailways.gov.in

ବୟସ ସୀମା: ସର୍ବନିମ୍ନ ୧୫ ଓ ସର୍ବୋଚ୍ଚ ୨୪ ବର୍ଷ

ପରୀକ୍ଷା ଫି’: ସାଧାରଣ ବର୍ଗ/ ଓବିସି-୧୦୦
ଏସ୍‌ସି/ଏସ୍‌ଟି/ପିଡବ୍ଲ୍ୟୁବିଡି/ମହିଳା- ନିଃଶୁଳ୍କ

ଶିକ୍ଷାଗତ ଯୋଗ୍ୟତା:ଦଶମ ପାସ୍‌ ସହ ନ୍ୟାସନାଲ ଟ୍ରେଡ୍‌ ସାର୍ଟିଫିକେଟ୍‌ ଥିବା ଆବଶ୍ୟକ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.