Below header

ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣା: ସ୍ୱାମୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ପତ୍ନୀ

(କେନ୍ୟୁଜ): ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣାକୁ ନେଇ ଗୋବିନ୍ଦଙ୍କ ପତ୍ନୀ ସୁଷମା ସାହୁ ଆଣିଛନ୍ତି ହତ୍ୟା ଅଭିଯୋଗ। ଆତ୍ମହତ୍ୟା ଘଟଣାକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି, ତାଙ୍କ ସ୍ୱାମୀ କେବେ ଆତ୍ମହତ୍ୟା କରି ନଥିବେ । ତାଙ୍କୁ ହତ୍ୟା କରାଯାଇଛି । ଆତ୍ମହତ୍ୟା କରିବାର ଥିଲେ ବର୍ଷେ ହେଲା କାହିଁକି ସେ ନ୍ୟାୟକୁ ଅପେକ୍ଷା କରିଥିଲେ । ଏନେଇ କେଗାଁ ଥାନାରେ ଏତଲା ଦେଇଛନ୍ତି । ନ୍ୟାୟ ସହ ସୁରକ୍ଷା ଦେବାକୁ ଗୋବିନ୍ଦଙ୍କ ସ୍ତ୍ରୀ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.