Below header

ଗୋଳନ୍ଥରା ପୋଲିସ ହାତରେ ୪ ଡକାୟତ, ୨ଟି ବନ୍ଧୁକ, ୧୨୫ଟି ଜୀବନ୍ତ ଗୁଳି ଓ ହରିଣ ସିଙ୍ଘ ଜବତ

ବ୍ରହ୍ମପୁର ପୋଲିସକୁ ବଡ଼ ସଫଳତା । ଗୋଳନ୍ଥରା ପୋଲିସ ହାତରେ ୪ ଡକାୟତ ।

ବ୍ରହ୍ମପୁର : ବ୍ରହ୍ମପୁର ପୋଲିସକୁ ବଡ଼ ସଫଳତା । ଗୋଳନ୍ଥରା ପୋଲିସ ହାତରେ ୪ ଡକାୟତ । ସେମାନଙ୍କ ଠାରୁ ୨ଟି ବନ୍ଧୁକ, ୧୨୫ଟି ଜୀବନ୍ତ ଗୁଳି ଓ ହରିଣ ସିଙ୍ଘ ଜବତ ହୋଇଛି । ଗିରଫ ଡକାୟତଙ୍କ ନାଁରେ ରହିଛି ଏକାଧିକ ମାମଲା । ଟମଣା ଘାଟିରେ ରହି ଲୋକଙ୍କୁ ଧମକାଇ ଲୁଟ୍ କରୁଥିଲେ । ଏନେଇ ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି ଡ. ଶର୍ବଣା ବିବେକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.