Browsing Tag

dacoits arrested

ଡକାୟତି ଉଦ୍ୟମ ପଣ୍ଡ କଲା ପୋଲିସ, ଅସ୍ତ୍ର ଶସ୍ତ୍ର ସହ ୫ ଡକାୟତ ଗିରଫ

ଭୁବନେଶ୍ୱର : ଜଟଣୀରେ ଡକାୟତି ଉଦ୍ୟମ ପଣ୍ଡ କଲା ପୋଲିସ । ରେଲୱେ କଲୋନୀ ପଛ ପଟେ ୫ ଜଣ ଡକାୟତ ଅସ୍ତ୍ର ଶସ୍ତ୍ର ଧରି ଡକାୟତି ପାଇଁ ଯୋଜନା କରୁଥିବା ବେଳେ ମାଡ଼ି ବସିଲା ଜଟଣୀ ପୋଲିସ। ସେମାନଙ୍କ ନିକଟରୁ ଖଣ୍ଡା ଓ ଅନ୍ୟ ଧାରୁଆ ଅସ୍ତ୍ର ଜବତ ହୋଇଛି । ପୋଲିସ ସେମାନଙ୍କୁ ଗିରଫ କରି ତଦନ୍ତ…

ଗୋଳନ୍ଥରା ପୋଲିସ ହାତରେ ୪ ଡକାୟତ, ୨ଟି ବନ୍ଧୁକ, ୧୨୫ଟି ଜୀବନ୍ତ ଗୁଳି ଓ ହରିଣ ସିଙ୍ଘ ଜବତ

ବ୍ରହ୍ମପୁର : ବ୍ରହ୍ମପୁର ପୋଲିସକୁ ବଡ଼ ସଫଳତା । ଗୋଳନ୍ଥରା ପୋଲିସ ହାତରେ ୪ ଡକାୟତ । ସେମାନଙ୍କ ଠାରୁ ୨ଟି ବନ୍ଧୁକ, ୧୨୫ଟି ଜୀବନ୍ତ ଗୁଳି ଓ ହରିଣ ସିଙ୍ଘ ଜବତ ହୋଇଛି । ଗିରଫ ଡକାୟତଙ୍କ ନାଁରେ ରହିଛି ଏକାଧିକ ମାମଲା । ଟମଣା ଘାଟିରେ ରହି ଲୋକଙ୍କୁ ଧମକାଇ ଲୁଟ୍ କରୁଥିଲେ । ଏନେଇ ସୂଚନା…

ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗର ୪ ଡକାୟତକୁ ଗିରଫ କରି କୋର୍ଟ ଚାଲାଣ କଲା ବୈରୀ ପୋଲିସ

ଯାଜପୁର (କେନ୍ୟୁଜ): ଆନ୍ତଃରାଜ୍ୟ ଡକାୟତକୁ କାବୁ କଲା ଯାଜପୁର ଜିଲ୍ଲା ବୈରୀ ପୋଲିସ। ୪ ଅଭିଯୁକ୍ତ ଗିରଫ ସହ କୋର୍ଟ ଚାଲାଣ। ସୂଚନା ମୁତାବକ, ବୈରୀ ଥାନା ଅଧିନ ବୁଢ଼ାକେନ୍ଦୁଆଠାରେ ଥିବା ଏକ ସ୍ପଞ୍ଜ କମ୍ପାନୀର ତିନୋଟି ଟ୍ରକରୁ ପ୍ରାୟ ୨୧ଲକ୍ଷର ଟଙ୍କାରୁ ଉର୍ଦ୍ଧ୍ବ ସ୍ପଞ୍ଜ ଆଇରନ ଚୋରି…

ଜଗତପୁର ପୋଲିସକୁ ମିଳିଲା ବଡ଼ ସଫଳତା, ଗିରଫ ହେଲେ ଚାରି ଡକାୟତ

କଟକ(କେ ନ୍ୟୁଜ): କଟକ ଜଗତପୁର ସତ୍ୟଭାମାପୁର ଠାରେ ଥିବା SBIର ଗ୍ରାହକ ସେବା କେନ୍ଦ୍ରରେ ଘଟିଥିବା ଡକାୟତି ଘଟଣାର ତଦନ୍ତ କରୁଥିବା ଜଗତପୁର ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ଏହି ଘଟଣାରେ ପୋଲିସ ୪ ଜଣ ଡକାୟତଙ୍କୁ ଗିରଫ କରିବା ସହ ଡକାୟତିରେ ବ୍ୟବହାର କରାଯାଇଥିବା ବନ୍ଧୁକ ଓ ଏକ ଖଣ୍ଡା…

ଡକାୟତ ଗ୍ୟାଙ୍ଗର ୫ ସଦସ୍ୟ ଗିରଫ, ସୂଚନା ଦେଲେ କଟକ ଡିସିପି

 କଟକ(କେ ନ୍ୟୁଜ): ଏକ ଡକାୟତ ଗ୍ୟାଙ୍ଗର ୫ ସଦସ୍ୟ ଗିରଫ। ଏହା ସହ ଜବତ ହୋଇଛି ଦୁଇଟି ବନ୍ଧୁକ । ୮ ଟି ବ୍ୟାଟେରୀ ଭର୍ତ୍ତି ଗାଡ଼ି ଜବତ ହୋଇଛି । ୩ଟି ଦୁଇ ଚକିଆ ଗାଡି ଜବତ। ଏମାନେ ସ୍ଥାନୀୟ ଅଂଚଳରେ ଚୋରି କରିବା ସହିତ ଜାତୀୟ ରାଜପଥ ୫୫ କୁ ଟାର୍ଗେଟ କରି ଲୁଟପାଟ କରୁଥିଲେ। ସମସ୍ତ ଅଭିଯୁକ୍ତ…