Below header

ଡକାୟତି ଉଦ୍ୟମ ପଣ୍ଡ କଲା ପୋଲିସ, ଅସ୍ତ୍ର ଶସ୍ତ୍ର ସହ ୫ ଡକାୟତ ଗିରଫ

ଜଟଣୀରେ ଡକାୟତି ଉଦ୍ୟମ ପଣ୍ଡ କଲା ପୋଲିସ । ରେଲୱେ କଲୋନୀ ପଛ ପଟେ ୫ ଜଣ ଡକାୟତ ଅସ୍ତ୍ର ଶସ୍ତ୍ର ଧରି ଡକାୟତି ପାଇଁ ଯୋଜନା କରୁଥିବା ବେଳେ ମାଡ଼ି ବସିଲା ଜଟଣୀ ପୋଲିସ।

ଭୁବନେଶ୍ୱର : ଜଟଣୀରେ ଡକାୟତି ଉଦ୍ୟମ ପଣ୍ଡ କଲା ପୋଲିସ । ରେଲୱେ କଲୋନୀ ପଛ ପଟେ ୫ ଜଣ ଡକାୟତ ଅସ୍ତ୍ର ଶସ୍ତ୍ର ଧରି ଡକାୟତି ପାଇଁ ଯୋଜନା କରୁଥିବା ବେଳେ ମାଡ଼ି ବସିଲା ଜଟଣୀ ପୋଲିସ। ସେମାନଙ୍କ ନିକଟରୁ ଖଣ୍ଡା ଓ ଅନ୍ୟ ଧାରୁଆ ଅସ୍ତ୍ର ଜବତ ହୋଇଛି । ପୋଲିସ ସେମାନଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.