Below header

ଡକାୟତ ଗ୍ୟାଙ୍ଗର ୫ ସଦସ୍ୟ ଗିରଫ, ସୂଚନା ଦେଲେ କଟକ ଡିସିପି

 କଟକ(କେ ନ୍ୟୁଜ): ଏକ ଡକାୟତ ଗ୍ୟାଙ୍ଗର ୫ ସଦସ୍ୟ ଗିରଫ। ଏହା ସହ ଜବତ ହୋଇଛି ଦୁଇଟି ବନ୍ଧୁକ । ୮ ଟି ବ୍ୟାଟେରୀ ଭର୍ତ୍ତି ଗାଡ଼ି ଜବତ ହୋଇଛି । ୩ଟି ଦୁଇ ଚକିଆ ଗାଡି ଜବତ। ଏମାନେ ସ୍ଥାନୀୟ ଅଂଚଳରେ ଚୋରି କରିବା ସହିତ ଜାତୀୟ ରାଜପଥ ୫୫ କୁ ଟାର୍ଗେଟ କରି ଲୁଟପାଟ କରୁଥିଲେ। ସମସ୍ତ ଅଭିଯୁକ୍ତ ଚଉଳିଆଗଞ୍ଜ ଥାନା ଅଞ୍ଚଳର। ଏନେଇ ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂ ।

ସୂଚନା ଅନୁଯାୟୀ, କଟକ ଜାତୀୟ ରାଜପଥ ୫୫କୁ ଟାର୍ଗେଟ କରି ଲୁଟପାଟ ବେଳେ ଡକାୟତ ଗ୍ୟାଙ୍ଗର ୫ଗିରଫ । ୨ଟି ବନ୍ଧୁକ, ୩ଟି ବାଇକ ସହ ୮ଟି ଗାଡ଼ି ବ୍ୟାଟେରୀ ଜବତ କରିଛି ପୋଲିସ । ସମସ୍ତ ଅଭିଯୁକ୍ତ ଚଉଳିଆଗଞ୍ଜ ଥାନା ଅଞ୍ଚଳର ବୋଳି କଟକ ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.