Below header

ବିଷାକ୍ତ ସାପ କାମୁଡାରେ ୨ନାବାଳିକା ମୃତ

ରେଢାଖୋଲ(କେ ନ୍ୟୁଜ): ରେଢାଖୋଲ ଉପଖଣ୍ଡ କିସିଣ୍ଡା ଥାନା ହିରାଲୋଇ ଗ୍ରାମରେ ବିଷାକ୍ତ ସାପ କାମୁଡାରେ ୨ନାବାଳିକା ମୃତ। ରାତିରେ ଶୋଇଥିବା ଅବସ୍ଥାରେ ସାପ କାମୁଡି ଥିବା ନେଇ ଜଣାଯାଇଛି । ଗାଁରେ ଝଡାଫୁଙ୍କା କରିବାର ୩ଘଣ୍ଟା ପରେ ମେଡିକାଲକୁ ନିଆଯାଇଥିଲା । ଡାକ୍ତରଖାନାକୁ ବିଳମ୍ବରେ ଆଣିବା ଯୋଗୁଁ ତାଙ୍କର ମୃତ୍ୟୁ ଘଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.