Browsing Tag

snake bite death

ରାସ୍ତା ଖରାପ ଯୋଗୁଁ ଗାଁରୁ ଦୂରରେ ରହିଲା ଆମ୍ବୁଲାନ୍ସ, ଡାକ୍ତରଖାନାରେ ପହଞ୍ଚିଲା ବେଳକୁ ସାପ କାମୁଡ଼ା ରୋଗୀ ମୃତ

କେନ୍ଦୁଝର (କେନ୍ୟୁଜ୍‌) : ଗାଁକୁ ରାସ୍ତା ନ ଥିବାରୁ ପହଞ୍ଚି ପାରିଲା ନାହିଁ ଆମ୍ବୁଲାନସ୍ । ତେଣୁ ଖଟିଆରେ ବୁହା ହେଲେ ରୋଗୀ । ମେଡିକାଲରେ ପହଞ୍ଚୁ ପହଞ୍ଚୁ ଚାଲିଗଲା ଜୀବନ । କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ସନ୍ତରାପୁର ପଞ୍ଚାୟତର ପରାଭାଡ଼ି ସାହିରେ ଘଟିଛି ଏହି ଘଟଣା । ଗାଁକୁ ସଂଯୋଗ…

ଗଞ୍ଜାମ: ସାପ କାମୁଡାରେ ୨ ମୃତ

ଗଞ୍ଜାମ (କେନ୍ୟୁଜ): ଥମୁନି ସାପ କାମୁଡା ଜନିତ ମୃତ୍ୟୁ । ପୁଣି ସାପ କାମୁଡାରେ ଚାଲିଗଲା ଦୁଇଜଣଙ୍କ ଜୀବନ । ଗଞ୍ଜାମ ଜିଲ୍ଲା ତାରାସିଙ୍ଗି ଥାନା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ଡେଲିଙ୍ଗିପଦର ଗାଁର ମୋହନ ମଲ୍ଲିକ ଓ ଜଡାଘାଟଶୁଣୀ ଗାଁର ପ୍ରେମଲତା ପାଣିଗ୍ରାହୀ । ମୋହନ…

ବର୍ଷା ଦିନେ ରୁହନ୍ତୁ ସାବଧାନ୍! ସାପ କାମୁଡାରେ ଆଖିବୁଜିଲା ୮ ବର୍ଷର ନାବାଳକ

କୋରାପୁଟ (କେନ୍ୟୁଜ୍): କୋରାପୁଟରେ ଅଭାବନୀୟ ଘଟଣା । ସାପ କାମୁଡାରେ ନାବାଳକର ମୃତ୍ୟୁ ଘଟିଛି । ମୃତକ ହେଉଛନ୍ତି ଲକ୍ଷ୍ମୀପୁର ଥାନା ପିପଳପଦର ପଂଚାୟତର ସୁତିଗୁଡା ଗ୍ରାମର ୮ ବର୍ଷର ବିଶାଳ ବାଘ। ଗତରାତିରେ ଘରେ ଶୋଇଥିବାବେଳେ ଏକ ବିଶାକ୍ତ ସାପ କାମୁଡି ଦେଇଥିଲା । ଗୁରୁତର ଅବସ୍ଥାରେ…

ସାପ କାମୁଡ଼ାରେ ବାଳକର ମୃତ୍ୟୁ, ଶୋଇଥିବା ବେଳେ ମାରିଲା ଚୋଟ

ସୋର (କେନ୍ୟୁଜ୍‌) : ଶୋଇଥିଲା ବେଳେ ସାପକାମୁଡାରେ ବାଳକର ମୃତ୍ୟୁ ଘଟିଛି । ପିଲାଟି ହେଉଛି ଵାଲେଶ୍ୱର ଜିଲ୍ଲା ଖଇରା ଥାନା କଇଥଗଡିଆ ଗାଁର କରୁଣାକର ପ୍ରଧାନଙ୍କ ପୁଅ ତାପସ। ସେ ରାତିରେ ଶୋଇଥିବା ବେଳେ ତାର ପାଦକୁ ସାପ କାମୁଡି ଦେଵାରୁ ସେ ଚିତ୍କାର କରିଥିଲା । ପରିବାର ଲୋକେ…

ସାପ କାମୁଡାରେ ଚାଲିଗଲା ନାବାଳିକାର ଜୀବନ

ବାସୁଦେବପୁର(କେନ୍ୟୁଜ) : ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ରାଜଘରପୋଖରୀ ପଂଚାୟତର ଲକ୍ଷ୍ମୀପ୍ରସାଦ ଗ୍ରାମରେ ସାପ କାମୁଡାରେ ୯ବର୍ଷର ନାବାଳିକାର ମୃତ୍ୟୁ ଘଟିଛି । ସେହି ଗ୍ରାମର ଚକ୍ରଧର ଦାସଙ୍କ ୯ବର୍ଷର ଝିଅ ଲକ୍ଷ୍ମୀପ୍ରିୟା ବାପା ସହିତ ନିଜ ବାଡିରେ ଥିବା ଗବୁରୀ ଗଛରୁ ଫଳ ତୋଳୁଥିବା…

ବିଷାକ୍ତ ସାପ କାମୁଡାରେ ୨ନାବାଳିକା ମୃତ

ରେଢାଖୋଲ(କେ ନ୍ୟୁଜ): ରେଢାଖୋଲ ଉପଖଣ୍ଡ କିସିଣ୍ଡା ଥାନା ହିରାଲୋଇ ଗ୍ରାମରେ ବିଷାକ୍ତ ସାପ କାମୁଡାରେ ୨ନାବାଳିକା ମୃତ। ରାତିରେ ଶୋଇଥିବା ଅବସ୍ଥାରେ ସାପ କାମୁଡି ଥିବା ନେଇ ଜଣାଯାଇଛି । ଗାଁରେ ଝଡାଫୁଙ୍କା କରିବାର ୩ଘଣ୍ଟା ପରେ ମେଡିକାଲକୁ ନିଆଯାଇଥିଲା । ଡାକ୍ତରଖାନାକୁ ବିଳମ୍ବରେ ଆଣିବା…