Below header

ଭିଜିଲାନ୍ସ ଜାଲରେ ସରକାରୀ ଫାର୍ମାସିଷ୍ଟ

ମୟୁରଭଞ୍ଜ(କେନ୍ଯୁଜ୍) : ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ମୟୁରଭଞ୍ଜ ଜିଲ୍ଲା ରଙ୍ଗାମାଟିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଫାର୍ମାସିଷ୍ଟ ସନ୍ଦୀପ ପତି ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଆୟ ବିହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସେ ଗିରଫ ହୋଇଛନ୍ତି ।

f1ବାରିପଦାରେ ଥିବା ତାଙ୍କ ଘର, ତୁଳସିଚୌରା ସ୍ଥିତ ୪ ମହଲା କୋଠା ଓ ରଙ୍ଗାମାଟିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକକାଳୀନ ଚଢାଉ କରିଛି ବାରିପଦା ଭିଜିଲାନ୍ସ ୟୁନିଟ୍‌ । ସନ୍ଦୀପଙ୍କ ଠାରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ନଗଦ ୬୦ହଜାର ଟଙ୍କା ଓ ବ୍ୟାଙ୍କ ଜମାଖାତା ସବୁ ଜବତ କରିଛି ଭିଜିଲାନ୍ସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.