Below header

କଳାହାଣ୍ଡି: ଭିଜିଲାନ୍ସ ଜାଲରେ ସ୍ଵାସ୍ଥ୍ୟକର୍ମୀ, ଆଶା କର୍ମୀ ଚୟନ ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗିରଫ କଲା ଭିଜିଲାନ୍ସ

ଭବନୀପାଟଣା(କେନ୍ୟୁଜ୍):  ଭିଜିଲାନ୍ସ ଜାଲରେ ସ୍ଵାସ୍ଥ୍ୟକର୍ମୀ । କଳାହାଣ୍ଡି-ଆଶା କର୍ମୀ ଚୟନ ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଦୁଆରସନୀ ସ୍ବାସ୍ଥ୍ୟ କର୍ମୀ ଅନୀଲ ସେନାପତି ଭିଜିଲାନ୍ସ ହାତରେ ଧରାପଡିଛନ୍ତି।

ଦୁଆରସନୀ ଆଶାକର୍ମୀ ଚୟନ ପାଇଁ ଜମୁନାସାଗର ଗ୍ରାମର ସଭ୍ୟା ରାଣୀ ବେହେରା ଠାରୁ ଟଙ୍କା ନେଉଥିବା ବେଳେ କଳାହାଣ୍ଡି ଭିଜିଲାନ୍ସ ଟିମ ଚଢାଉ କରିଥିଲା। ରେଡ଼ ବେଳେ ୩୦ ହଜାର ଟଙ୍କା ସହ ଧରାପଡିଥିଲେ ଅନିଲ। ଭିଜିଲାନ୍ସ ଟିମ ଘଟଣା ସ୍ଥଳରୁ ଅନିଲଙ୍କୁ ଗିରଫ କରିଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.