ବାପାର ଟାଙ୍ଗିଆ ଚୋଟରେ ପୁଅ ମୃତ, ଥାନାରେ ପୁତ୍ରହନ୍ତା ଅଟକ
କୋରାପୁଟ (କେନ୍ୟୁଜ): ବାପା ଟାଙ୍ଗିଆ ଚୋଟରେ ପୁଅ ମୃତ । ଦାମନଯୋଡ଼ି ଥାନା ଆମ୍ବଗାଁରେ ଘଟିଛି ଏପରି ଅଭାବନୀୟ ଘଟଣା । ବାପାର ଟାଙ୍ଗିଆ ଚୋଟରେ ପୁଅ ସୁରେନ୍ଦ୍ର ବୁଡିଆର ମୃତ୍ୟୁ ଘଟିଛି। ମୃତ ସୁରେନ୍ଦ୍ର ବୁଡ଼ିଆଙ୍କ ବୟସ ୧୮ ବର୍ଷ ହେବ ବୋଲି ଜଣାପଡିଛି।
ପାରିବାରିକ କଳହ କିମ୍ବା…