Below header

ଉବୁଟୁବୁ ରାଜଧାନୀ, ବୁଡି ରହିଛି ତଳି ଅଞ୍ଚଳ

ଭୁବନେଶ୍ବର(କେନ୍ଯୁଜ୍) : ଲଗାଣ ବର୍ଷାରେ ଉବୁଟୁବୁ ରାଜଧାନୀ। ବିଭିନ୍ନ ଅଞ୍ଚଳରେ ପାଣି ପଶି ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ମୁଖ୍ୟ ରାସ୍ତା ଘାଟ ସହ ତଳି ଅଞ୍ଚଳ ସବୁ ବୁଡି ରହିଛି। ଫାୟାର ଷେସନ ଛକ ଓ ଖଣ୍ଡଗିରି ଆଦି ସ୍ଥାନରେ ପାଣି ଜମି ରହିଥିବା ଦେଖିବାକୁ ମିଳିଛି।

bbsrନୟାପଲ୍ଲୀ ବେହେରା ସାହି, ଆଚାର୍ଯ୍ଯ ବିହାର, ଜୟଦେବ ବିହାର ଓ ଶାସ୍ତ୍ରୀନଗରରେ ପାଣି ରାସ୍ତାରେ ଚାଲିବା ସହ ଘରେ ପଶିଛି ପାଣି। କିଛି ସ୍ଥାନରେ ଗାଡି ମୋଟର ମଧ୍ୟ ପାଣିରେ ବୁଡ଼ି ରହିଥିବା ଦେଖିବାକୁ ମିଳିଛି।

train1ତେବେ ଲଗାଣ ବର୍ଷା ଫଳରେ ପ୍ରଭାବିତ ହୋଇଛି ଗାଡ଼ି ଚଳାଚଳ । ଟ୍ରେନ ଟ୍ରାକରେ ପାଣି ଜମି ରହିଥିବାରୁ ଟ୍ରେନ ଚଳାଚଳ ବାଧାପ୍ରା ପ୍ତ ହୋଇଛି। କିଛି ଟ୍ରେନ ମଧ୍ୟ ବିଳମ୍ବରେ ଚାଲୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.