Below header

ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରେ ପୋଲିସ ଓ ସ୍ପେଶାଲ୍‌ ସ୍କ୍ଵାର୍ଡ ପକ୍ଷରୁ ମିଳିତ ଚଢାଉ, ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ

ଭୁବନେଶ୍ୱର : ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ। ୬୧୭ବୋତଲ ବିଦେଶୀ ଓ ୪୦ବୋଟଲ ଦେଶୀ ମଦ ଜବତ ହୋଇଛି। ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରେ ଚୋରା ମଦ କାରବାର ଚାଲିଥିବା ଖବର ପାଇ ଲକ୍ଷ୍ମୀସାଗର ପୋଲିସ ଓ ସ୍ପେଶାଲ୍‌ ସ୍କ୍ଵାର୍ଡ ମିଳିତ ଭାବେ ଚଢାଉ କରିଥିଲା। ଜବତ ମଦର ପରିମାଣ ଆନୁମାନିକ ମୂଲ୍ୟ ୪ଲକ୍ଷ ଟଙ୍କାରୁ ଅଧିକ ହେବ। ଚୋରା କାରବାରରେ ସଂପୃକ୍ତ ଜଣଙ୍କୁ ଚିହ୍ନଟ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.